‘କ୍ୟାପିଟାଲ ହସ୍ପିଟାଲରେ ଲାଗିବ ଇକ୍‌ମୋ ମେସିନ୍‌’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଲାଗିବ ଜୀବନ ରକ୍ଷାକାରୀ ଇକ୍‌ମୋ ମେସିନ୍‌। ସିଏସ୍‌ଆର୍‌ ପାଣ୍ଠି ଜରିଆରେ ଏହି ମେସିନ୍‌ ପ୍ରତିଷ୍ଠା କରାଯିବ। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଏସ୍‌ସିବି ମେଡିକାଲ ଭଳି କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଇକମୋ ମେସିନ ସ୍ଥାପନ କରାଯିବ ସେପଟେ ରାଜ୍ୟରେ ଗୁରୁତର କୋଭିଡ୍ ରୋଗୀଙ୍କ ପାଇଁ ECMO ବ୍ୟବହାର ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଭାରତରେ ଏହି ମେସିନ୍ […]

ECMO machines

ECMO machines

Manoranjan Sial
  • Published: Wednesday, 09 June 2021
  • Updated: 09 June 2021, 05:40 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଲାଗିବ ଜୀବନ ରକ୍ଷାକାରୀ ଇକ୍‌ମୋ ମେସିନ୍‌। ସିଏସ୍‌ଆର୍‌ ପାଣ୍ଠି ଜରିଆରେ ଏହି ମେସିନ୍‌ ପ୍ରତିଷ୍ଠା କରାଯିବ। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଏସ୍‌ସିବି ମେଡିକାଲ ଭଳି କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଇକମୋ ମେସିନ ସ୍ଥାପନ କରାଯିବ

ସେପଟେ ରାଜ୍ୟରେ ଗୁରୁତର କୋଭିଡ୍ ରୋଗୀଙ୍କ ପାଇଁ ECMO ବ୍ୟବହାର ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଭାରତରେ ଏହି ମେସିନ୍ ଉତ୍ପାଦନ ହେଉ ନଥିବାରୁ ବିଦେଶରୁ ଆଣିବା ପାଇଁ ପ୍ରକ୍ରିୟା ଚାଲିଛି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି।

ଓଡ଼ିଶାରେ କୌଣସି ସରକାରୀ ମେଡିକାଲ୍‌ରେ ଜୀବନ ରକ୍ଷାକାରୀ ଇକ୍‌ମୋ ମେସିନ ନାହିଁ। ଯାହାଫଳରେ ମହାମାରୀ କରୋନାରେ ଗୁରୁତର ହେଉଥିବା ରୋଗୀଙ୍କୁ ରାଜ୍ୟ ବାହାରକୁ ଏୟାରଲିଫ୍ଟିଂ କରିବାକୁ ପଡ଼ୁଛି। ସପ୍ତାହ ମଧ୍ୟରେ ୩ ଜଣଙ୍କୁ ଏୟାରଲିଫ୍ଟିଂ କରାଯାଗଲାଣି। ପ୍ରଥମେ ଗଞ୍ଜାମ ଅମ୍ରିତ ପ୍ରଧାନଙ୍କୁ ଚେନ୍ନାଇକୁ ଏୟାରଲିଫ୍ଟିଂ କରାଯାଇଥିବା ବେଳେ ମଙ୍ଗଳବାର ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଓ ଆଜି ଭଦ୍ରକର ଅଭିଷେକ ମହାପାତ୍ରଙ୍କୁ କୋଲକାତାକୁ ଏୟାରଲିଫ୍ଟିଂ କରାଯାଇଛି। ସେମାନଙ୍କୁ ସେଠାରେ ଇକ୍‌ମୋ ସେବା ଯୋଗାଇଦିଆଯାଉଛି।

ସୂଚନାରୁ ପ୍ରକାଶ, ରାଜ୍ୟ ସରକାର ବିଶ୍ୱସ୍ତରୀୟ ଚିକିତ୍ସା ସେବା ଯୋଗାଉଥିବା କହୁଛନ୍ତି। ହେଲେ ମହାମାରୀ କରୋନାରେ ଗୁରୁତର ହେଉଥିବା ରୋଗୀଙ୍କ ଚିକିତ୍ସା ପାଇଁ କୌଣସି ଇକ୍‌ମୋ ମେସିନ୍‌ ପ୍ରତିଷ୍ଠା କରିପାରୁ ନାହାନ୍ତି। ଯାହାଫଳରେ ଗୁରୁତର ରୋଗୀଙ୍କୁ ରାଜ୍ୟ ବାହାରକୁ ଏୟାରଲିଫ୍ଟିଂ କରିବାକୁ ପଡ଼ୁଛୁ। ଇଏ କେଉଁ ପ୍ରକାର ବିଶ୍ୱସ୍ତରୀୟ ଚିକିତ୍ସା ସେବା ବୋଲି ସାଧାରଣ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story