ସାତକୋଶିଆ ବାଲିପୁଟରେ ଏଥର ଇକୋ ରିଟ୍ରିଟ୍

ଆଠଗଡ଼(ନୀଳକଣ୍ଠ ଦୋରା): କରୋନା ପରେ ଭୁଶୁଡ଼ି ପଡ଼ିଥିବା ପର୍ଯ୍ୟଟନ ଶିଳ୍ପକୁ ପୁଣି ଥରେ ଛିଡ଼ା କରିବାକୁ ଆରମ୍ଭ ହୋଇଛି ପ୍ରୟାସ । ଏହି ପରିପ୍ରେକ୍ଷୀରେ କଟକ ସାତକୋଶିଆ ବାଲିପୁଟରେ ଆଜି ଉଦ୍‌ଘାଟିତ ହେବ ଇକୋ ରିଟ୍ରିଟ୍। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଜି ଏହାର ଶୁଭ ଉଦ୍‌ଘାଟନ କରିବେ। ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଅବସର ବିନୋଦନ ନିମନ୍ତେ ଲୋକେ ବିଭିନ୍ନ ସ୍ଥାନକୁ ଯିବାକୁ ପସନ୍ଦ କରିଥାନ୍ତି । […]

ctc2

ctc2

Niharika Rout
  • Published: Wednesday, 09 December 2020
  • Updated: 09 December 2020, 07:56 AM IST

Sports

Latest News

ଆଠଗଡ଼(ନୀଳକଣ୍ଠ ଦୋରା): କରୋନା ପରେ ଭୁଶୁଡ଼ି ପଡ଼ିଥିବା ପର୍ଯ୍ୟଟନ ଶିଳ୍ପକୁ ପୁଣି ଥରେ ଛିଡ଼ା କରିବାକୁ ଆରମ୍ଭ ହୋଇଛି ପ୍ରୟାସ । ଏହି ପରିପ୍ରେକ୍ଷୀରେ କଟକ ସାତକୋଶିଆ ବାଲିପୁଟରେ ଆଜି ଉଦ୍‌ଘାଟିତ ହେବ ଇକୋ ରିଟ୍ରିଟ୍। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଜି ଏହାର ଶୁଭ ଉଦ୍‌ଘାଟନ କରିବେ।

ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଅବସର ବିନୋଦନ ନିମନ୍ତେ ଲୋକେ ବିଭିନ୍ନ ସ୍ଥାନକୁ ଯିବାକୁ ପସନ୍ଦ କରିଥାନ୍ତି । ଏଥର ପର୍ଯ୍ୟଟନ ବିଭାଗ ନେଇଥିବା ସ୍ୱତନ୍ତ୍ର ପଦକ୍ଷେପ ଅନୁଯା, ବାଲିପୁଟରେ ପ୍ରକୃତିର ଶୋଭାରାଜିକୁ ଅତି ନିକଟରୁ ଦେଖିପାରିବେ ପର୍ଯ୍ୟଟକ ।

ସ୍ଥାନୀୟ ଅଞ୍ଚଳର ବିକାଶ ସାଙ୍ଗକୁ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଆରମ୍ଭ ହୋଇଛି ପ୍ରୟାସ। ଏଥର ବାଲିପୁଟରେ ୨୫ଟି କଟେଜ୍ ନିର୍ମାଣ କରାଯାଇଛି ।

ଭିଡିଓ କନ୍‌ଫରେନ୍ସିଂରେ ଆଜି ଉଦ୍‌ଘାଟିତ  ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ ।

ସାତକୋଶିଆ ବ୍ୟତୀତ ଗତବର୍ଷ ଭଳି ଚଳିତ ଥର କୋଣାର୍କ ସମେତ ନୂଆ ଭାବେ ହୀରାକୁଦ, ଦାରିଙ୍ଗବାଡ଼ିରେ ବି ଇକୋ ରିଟ୍ରେଟ୍ ଆୟୋଜିତ ହୋଇଛି । ଯାହା ଫେବୃୟାରୀ ୨୮ ଯାଏ ଚାଲିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story