Advertisment

ବନ୍ଧା ହେଲେ ଅର୍ଥନୀତି ଅଧ୍ୟାପକ, କରୁଥିଲେ ସାଂଘାତିକ କାମ

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ଉଚ୍ଚଶିକ୍ଷା ବିଭାଗ ସଚିବଙ୍କ ନାଁରେ କଲେଜ ପ୍ରିନ୍ସପାଲଙ୍କୁ ନକଲି ଇମେଲ କରି ଗିରଫ ହେଲେ ଅଧ୍ୟାପକ। ଏପରି ସାଂଘାତିକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ପରମାଣପୁର ସ୍ଥିତ ଝସକେତନ ସାହୁ ଡିଗ୍ରୀ କଲେଜରେ। ନିଯୁକ୍ତିରେ ଅନିୟମିତତା ଅଭିଯୋଗ କରି କଲେଜ ପ୍ରିନ୍ସପାଲଙ୍କୁ ଉଚ୍ଚଶିକ୍ଷା ବିଭାଗ ନାଁରେ ନକଲି ଇମେଲ କରିଥିଲେ କଲେଜର ଅର୍ଥନୀତି ବିଭାଗ ଅଧ୍ୟାପକ ପରେଶ କୁମାର ଭୋଇ। ଏନେଇ ପ୍ରିନ୍ସପାଲ ଗତ ୧୪ ତାରିଖରେ ସାଇବର ଥାନାରେ ଅଭିଯୋଗ କରିବା […]

ଅଦ୍ୟତନ ହୋଇଛି
ନାବାଳିକା ଦୁଷ୍କର୍ମକାରୀକୁ ଜେଲ୍‌ ଓ ଜରିମାନା

jail

Advertisment

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ଉଚ୍ଚଶିକ୍ଷା ବିଭାଗ ସଚିବଙ୍କ ନାଁରେ କଲେଜ ପ୍ରିନ୍ସପାଲଙ୍କୁ ନକଲି ଇମେଲ କରି ଗିରଫ ହେଲେ ଅଧ୍ୟାପକ। ଏପରି ସାଂଘାତିକ ଘଟଣା ଘଟିଛି ସମ୍ବଲପୁରଜିଲ୍ଲା ପରମାଣପୁର ସ୍ଥିତ ଝସକେତନ ସାହୁ ଡିଗ୍ରୀ କଲେଜରେ।

Advertisment

ନିଯୁକ୍ତିରେ ଅନିୟମିତତା ଅଭିଯୋଗ କରି କଲେଜ ପ୍ରିନ୍ସପାଲଙ୍କୁ ଉଚ୍ଚଶିକ୍ଷା ବିଭାଗ ନାଁରେ ନକଲି ଇମେଲ କରିଥିଲେ କଲେଜର ଅର୍ଥନୀତି ବିଭାଗ ଅଧ୍ୟାପକ ପରେଶ କୁମାର ଭୋଇ। ଏନେଇ ପ୍ରିନ୍ସପାଲ ଗତ ୧୪ ତାରିଖରେ ସାଇବର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।

ଏହି ଘଟଣାରେ ଅଧ୍ୟାପକ ପରେଶ କୁମାର ଭୋଇଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ତାଙ୍କୁ ଗିରଫ କରିଛି ପୁଲିସ୍‌ । ଅଭିଯୁକ୍ତ ବ୍ୟବହାର କରୁଥିବା ୨ ଟି ମୋବାଇଲ ମଧ୍ୟ ଜବତ କରାଯାଇଛି।  ଏହି ଘଟଣାରେ ପୁଲିସ୍‌ ଅଧିକ ତଦନ୍ତ ଜାରି ରଖିଛି।

Advertisment
Odisha News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe