/odisha-reporter/media/post_attachments/uploads/2018/08/c.jpg)
c
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ ଇଡିରେ ହାଜର ହୋଇଛନ୍ତି। ଷ୍ଟାର କନସଲ୍ଟାନ୍ସି ସହ ପଦ୍ମିନୀଙ୍କ ସମ୍ପର୍କକୁ ନେଇ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା କରିଥିବା ସୂଚନା ମିଳିଛି।
Advertisment
ପ୍ରାୟ ୧ ଘଣ୍ଟା ଧରି ଇଡି ପଦ୍ମିନୀଙ୍କୁ ଜେରା କରିଥିଲା। ଇଡି ଅଫିସ୍ରୁ ଫେରିବା ପରେ ପଦ୍ମିନୀ ରାଉତ ପ୍ରତିକ୍ରିୟା ଦେଇ କହିଛନ୍ତି, ତାଙ୍କୁ ପୂର୍ବରୁ ଥରେ ନୋଟିସ୍ ହୋଇଥିଲା। କିନ୍ତୁ ସେ ଜାଣିପାରି ନଥିଲେ।
ଆଜି ପ୍ରାୟ ୧ ଘଣ୍ଟା ଧରି ବିଭିନ୍ନ କଥା ତାଙ୍କୁ ପଚରାଯାଇଥିଲା ବୋଲି ସେ କହିଛନ୍ତି। ଷ୍ଟାର କନ୍ସଲଟାନ୍ସି କେବଳ ମୋର ପ୍ରାୟୋଜକ ଥିଲା ବୋଲି କହିଛନ୍ତି ପଦ୍ମିନୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
