Advertisment

ତ୍ରାହି ଅଚ୍ୟୁତ ମାମଲା: ଇଡିରେ ହାଜର ହେଲେ ସୁର ମିଶ୍ରଙ୍କ ପୁଅ ବିରଞ୍ଚି

ଭୁବନେଶ୍ୱର: ତ୍ରାହି ଅଚ୍ୟୁତ୍‌ ଆଶ୍ରମ ମାମଲାରେ ସୁର ମିଶ୍ରଙ୍କ ପୁଅ ବିରଞ୍ଚି ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି। ସୁର ବାବାଙ୍କ ବେଆଇନ୍ ଅର୍ଥ କାରବାର  ନେଇ  ବିରଞ୍ଚିକୁ ପଚରାଉଚରା କରୁଛି କ୍ରାଇମ୍‌ବ୍ରାଞ୍ଚ। ଗତକାଲି ତ୍ରାହି ଅଚ୍ୟୁତ୍‌ ଆଶ୍ରମର ଆକାଉଣ୍ଟାଣ୍ଟ୍‌ ମନୋଜ ଆଚାର୍ଯ୍ୟଙ୍କୁ ଇଡି ୫ ଘଣ୍ଟା ଧରି ଜେରା କରିଥିଲା। ମନି ଟ୍ରେଲର୍ ତଦନ୍ତ ହେଉଥିବାରୁ ଆଗକୁ ସୁର ବାବାଙ୍କ ନିକଟ ବ୍ୟକ୍ତି ବିଶେଷ ଓ ଆଶ୍ରମ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଜେରା କରାଯିବାର […]

author-image
Rakesh Mallick
ଅଦ୍ୟତନ ହୋଇଛି
ତ୍ରାହି ଅଚ୍ୟୁତ ମାମଲା: ଇଡିରେ ହାଜର ହେଲେ ସୁର ମିଶ୍ରଙ୍କ ପୁଅ ବିରଞ୍ଚି

sura

ଭୁବନେଶ୍ୱର: ତ୍ରାହି ଅଚ୍ୟୁତ୍‌ ଆଶ୍ରମ ମାମଲାରେ ସୁର ମିଶ୍ରଙ୍କ ପୁଅ ବିରଞ୍ଚି ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି। ସୁର ବାବାଙ୍କ ବେଆଇନ୍ ଅର୍ଥ କାରବାର  ନେଇ  ବିରଞ୍ଚିକୁ ପଚରାଉଚରା କରୁଛି କ୍ରାଇମ୍‌ବ୍ରାଞ୍ଚ।

Advertisment

ଗତକାଲି ତ୍ରାହି ଅଚ୍ୟୁତ୍‌ ଆଶ୍ରମର ଆକାଉଣ୍ଟାଣ୍ଟ୍‌ ମନୋଜ ଆଚାର୍ଯ୍ୟଙ୍କୁ ଇଡି ୫ ଘଣ୍ଟା ଧରି ଜେରା କରିଥିଲା। ମନି ଟ୍ରେଲର୍ ତଦନ୍ତ ହେଉଥିବାରୁ ଆଗକୁ ସୁର ବାବାଙ୍କ ନିକଟ ବ୍ୟକ୍ତି ବିଶେଷ ଓ ଆଶ୍ରମ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଜେରା କରାଯିବାର ସମ୍ଭାବନା ରହିଛି।