Advertisment

ଚେଷ୍ଟା ପ୍ରବଳ, କାମ ଦୁର୍ବଳ !

ବହୁ ବିଳମ୍ବରେ ହେଲେ ବି ଦୁଇ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ବର କଳିଙ୍ଗ ଷ୍ଟୁଡ଼ିଓର ପୁନରୁଦ୍ଧାର କାମ ପାଇଁ ଶିଳାନ୍ୟାସ କରିଥିଲେ। ସେଦିନ ଥିଲା ମାର୍ଚ୍ଚ ୨୫, ୨୦୨୧। ଟାର୍ଗେଟ ଥିଲା ୨୦୨୨ ଡିସେମ୍ବର ସୁଦ୍ଧା ଇଡକୋ ଷ୍ଟୁଡିଓର ସମସ୍ତ ନିର୍ମାଣ କାମ ସାରିଦେବ। ମାତ୍ର ଏହି ଦୁଇ ବର୍ଷରେ କଳିଙ୍ଗ ଷ୍ଟୁଡିଓର ପୁନରୁଦ୍ଧାର କାର୍ଯ୍ୟ ଅଧା ବି ସରିଲା ନାହିଁ।

author-image
Manoj Swain

Kalinga Studio Bhubaneswar Odisha