ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼

ଭବାନୀପାଟଣା(ରାଜ କୁମାର ସିଂଦେଓ): ଭବାନୀପାଟଣାରେ ଆୟୋଜିତ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ବେଳେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଛି। କଳାହାଣ୍ଡି ଜିଲ୍ଲା ନର୍ଲାଠାରେ ତାଙ୍କ ଗାଡ଼ି ଉପରକୁ ବିଜେପି ଓ କଂଗ୍ରେସ କର୍ମୀମାନେ ଅଣ୍ଡାମାଡ଼ କରିଛନ୍ତି। ମହାଲିଙ୍ଗ ସନ୍‌ସାଇ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣା ପ୍ରତିବାଦରେ ଅଣ୍ଡାମାଡ଼ ହୋଇଥିବା ଜଣାପଡ଼ିଛି। ମନ୍ତ୍ରୀ ଟୁକୁନି ସାହୁ ଭବାନୀପାଟଣାରେ ସଭା […]

tukuni-sahu

tukuni-sahu

Manoranjan Sial
  • Published: Monday, 08 November 2021
  • Updated: 08 November 2021, 03:54 PM IST

Sports

Latest News

ଭବାନୀପାଟଣା(ରାଜ କୁମାର ସିଂଦେଓ): ଭବାନୀପାଟଣାରେ ଆୟୋଜିତ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ବେଳେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଛି। କଳାହାଣ୍ଡି ଜିଲ୍ଲା ନର୍ଲାଠାରେ ତାଙ୍କ ଗାଡ଼ି ଉପରକୁ ବିଜେପି ଓ କଂଗ୍ରେସ କର୍ମୀମାନେ ଅଣ୍ଡାମାଡ଼ କରିଛନ୍ତି। ମହାଲିଙ୍ଗ ସନ୍‌ସାଇ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣା ପ୍ରତିବାଦରେ ଅଣ୍ଡାମାଡ଼ ହୋଇଥିବା ଜଣାପଡ଼ିଛି। ମନ୍ତ୍ରୀ ଟୁକୁନି ସାହୁ ଭବାନୀପାଟଣାରେ ସଭା ସାରି ସଦଳ ବଳେ ମଦନପୁର-ରାମପୁର ଅଭିମୁଖେ ନର୍ଲା ଦେଉ ଯାଉଥିବା ବେଳେ ଅଣ୍ଡା ମାଡ଼ ହୋଇଛି।

ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆଜି ବାଲେଶ୍ୱର, ସମ୍ୱଲପୁର, ବଲାଙ୍ଗିର, କଟକରେ ବିଜେପି ଜୋରଦାର ପ୍ରତିବାଦ କରିଛି। ବିଜେଡି ନେତା ଓ ମନ୍ତ୍ରୀଙ୍କୁ ପାଣି ମାଡ଼ କରି ପ୍ରତିବାଦ କରିଛି। ଆଉ କେଉଁଠି ଧାରଣା ମଧ୍ୟ ଦେଇଛନ୍ତି।

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ପୁଲିସ ଗୋବିନ୍ଦ ସାହୁ ଓ ତା ସହଯୋଗୀ ରାଧେକୁ ଗିରଫ କରିଛି। ହେଲେ ଗୋବିନ୍ଦଙ୍କ ସହିତ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ସୁ ସମ୍ପର୍କ ସାମ୍ନାକୁ ଆସିବା ପରେ ବିଭିନ୍ନ ରାଜନୈତିକ ଦଳ ପ୍ରତିବାଦର ସ୍ୱରକୁ ଶାଣିତ କରିଛନ୍ତି। କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ରାଜ୍ୟ ସାରା ପ୍ରତିବାଦ କରୁଛି କଂଗ୍ରେସ ଓ ବିଜେପି। ହେଲେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିରୋଧୀଙ୍କ ଟାର୍ଗେଟରେ ଥିବା ମନ୍ତ୍ରୀଙ୍କୁ ବାରିପଦାରେ ଆୟୋଜିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲା। କିନ୍ତୁ ଭବାନୀପାଟଣାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ସହ ଦେଖିବାକୁ ମିଳିଥିଲା। ଏପରିକି ମୁଖ୍ୟମନ୍ତ୍ରୀଙ୍କ ପାଖେ ପାଖେ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ଥିବା ଦେଖିବାକୁ ମିଳିଥିଲା।

ଅକ୍ଟୋବର ୮ ତାରିଖରେ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ଗୋବିନ୍ଦ ସାହୁ ହତ୍ୟା କରିଥିଲା। ପରେ ମୃତଦେହକୁ ମହାଲିଙ୍ଗ ପଡ଼ିଆରେ ପୋଡ଼ି ପୋତି ଦେଇଥିଲା। ଏନେଇ ମମିତାଙ୍କ ପରିବାର ଲୋକେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଗୋବିନ୍ଦ ଓ ତା’ ସହଯୋଗୀ ରାଧେକୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story