Advertisment

ଅଣ୍ଡା ମାଡ଼ରେ ଗାଧୋଇ ପଡ଼ିଲେ

ବିଦ୍ୟୁତ ବିଭ୍ରାଟକୁ ନେଇ ଆକ୍ସନ ମୁଡ଼ରେ କଂଗ୍ରେସ। ଟାଟା ପାଓ୍ୱାର କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଅଣ୍ଡା ମାଡ଼। ଟାଟା ପାଓ୍ୱାର ଗୋ ବ୍ୟାକ୍‌ର ଦେଲେ ନାରା। ବେକରେ ଗାମୁଛା ଲଗେଇ ମାଡ଼ ମାରିବାକୁ ଚେତାବନୀ।

author-image
Debendra Prusty

ବିଦ୍ୟୁତ  ବିଭ୍ରାଟକୁ ନେଇ ଆକ୍ସନ ମୁଡ଼ରେ କଂଗ୍ରେସ। ଟାଟା ପାଓ୍ୱାର କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଅଣ୍ଡା ମାଡ଼। ଟାଟା ପାଓ୍ୱାର ଗୋ ବ୍ୟାକ୍‌ର ଦେଲେ ନାରା। ବେକରେ ଗାମୁଛା ଲଗେଇ ମାଡ଼ ମାରିବାକୁ ଚେତାବନୀ। 

Advertisment
Tata Power Congress Odisha Egg Attack