Advertisment

ପୁଣି ପାଣ୍ଡିଆନଙ୍କ ଗାଡ଼ିକୁ ଅଣ୍ଡାମାଡ଼

5T ସଚିବଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ସୂଚନା

author-image
Manoj Swain

5T ସଚିବ ଭି.କେ ପାଣ୍ଡିଆନ ବୌଦ୍ଧ ଗସ୍ତରେ ଯାଇଥିବା ବେଳେ ତାଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଥିବା ସୂଚନା। କେଉଁ ଗୋଷ୍ଠୀ ଅଣ୍ଡାମାଡ଼ କରିଛନ୍ତି ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। କଚେରୀ ଛକ ନିକଟରେ ଅଣ୍ଡାମାଡ଼ ହୋଇଥିବା ସୂଚନା। 

Advertisment
Odisha Vk Pandian