Advertisment

ଫାଇଭ-ଟି ସଚିବଙ୍କ କାର୍‌କେଡ୍‌କୁ ଅଣ୍ଡାମାଡ଼

ସୂଚନାଯୋଗ୍ୟ, କିଛି ଦିନ ତଳେ ୫-ଟି ସଚିବଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତକୁ ବିରୋଧ କରିଥିଲା ଯୁବ ବିଜେପି ମୋର୍ଚ୍ଚା। କଳା ପୋଷାକ ପିନ୍ଧି କଳା ବେଲୁନ ଉଡ଼ାଇ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା।

author-image
Manoj Swain

ସୁବର୍ଣ୍ଣପୁରରେ 5T ସଚିବ ଭିକେ ପାଣ୍ଡିଆନଙ୍କ କାର୍‌କେଡ୍‌କୁ ଅଣ୍ଡାମାଡ଼ କରାଯାଇଛି। କୋଟ ସମଲେଇ-ଉଲୁଣ୍ଡା ରାସ୍ତାରେ ଆମ୍‌ ଆଦମୀ ପାର୍ଟି ପକ୍ଷରୁ ଅଣ୍ଡାମାଡ଼ କରାଯାଇଥିବା ଜଣାପଡ଼ିଛି। ପ୍ରଥମେ ଆମ୍‌ ଆଦମୀ ପାର୍ଟିର କର୍ମମର୍ତ୍ତାମାନେ 5T ସଚିବଙ୍କ ଗସ୍ତକୁ ବିରୋଧ କରିଥିଲେ। ପରେ  ତାଙ୍କ କାର୍‌କେଡ୍‌ ଉପରକୁ ଅଣ୍ଡାମାଡ଼ କରିଥିଲେ ।

Advertisment
Odisha Vk Pandian