୨୮ରେ ବାରବାଟୀ ଆସିବେ ଏଆର୍‌ ରହମାନ୍‌, ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲା ପୁଲିସ

କଟକ (ଓଡ଼ିଶା ରିପୋର୍ଟର): ହକି ବିଶ୍ୱକପ୍‌ ପାଇଁ ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ଆସନ୍ତା ୨୮ ତାରିଖରେ ହେବ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ। ଏଥିରେ ଯୋଗଦେବେ ଅସ୍କାର ବିଜେତା ତଥା ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଏ.ଆର୍‌. ରହମାନ୍‌। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୁଲିସ କମିଶନର ସତ୍ୟଜିତ ମହାନ୍ତି, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ୍‌ ଓ କଟକ ଡିସିପି ଅଖିଳେଶ ସିଂହ। ଏ.ଆର୍‌.ରହମାନ୍‌ଙ୍କ ସଂଗୀତର ଯାଦୁ ଦେଖିବା ପାଇଁ ୩୫ରୁ ୪୦ ହଜାର ଲୋକଙ୍କ ସମାଗମ ହେବ। ଏହି […]

rahaman

rahaman

Rakesh Mallick
  • Published: Friday, 16 November 2018
  • Updated: 17 November 2018, 06:34 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ହକି ବିଶ୍ୱକପ୍‌ ପାଇଁ ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ଆସନ୍ତା ୨୮ ତାରିଖରେ ହେବ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ। ଏଥିରେ ଯୋଗଦେବେ ଅସ୍କାର ବିଜେତା ତଥା ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଏ.ଆର୍‌. ରହମାନ୍‌। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୁଲିସ କମିଶନର ସତ୍ୟଜିତ ମହାନ୍ତି, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ୍‌ ଓ କଟକ ଡିସିପି ଅଖିଳେଶ ସିଂହ।

ଏ.ଆର୍‌.ରହମାନ୍‌ଙ୍କ ସଂଗୀତର ଯାଦୁ ଦେଖିବା ପାଇଁ ୩୫ରୁ ୪୦ ହଜାର ଲୋକଙ୍କ ସମାଗମ ହେବ। ଏହି ସମୟରେ ଯେମିତି କିଛି ବିଶୃଙ୍ଖଳା ନହେବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। କ୍ରିକେଟ୍‌ ମ୍ୟାଚ ସମୟରେ ଯେମିତି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଏ, ଠିକ୍‌ ସେମିତି ଷ୍ଟାଡିୟମ୍‌ ଓ ଷ୍ଟାଡିୟମ୍‌ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ। ସେହି ସମୟରେ ବାଲିଯାତ୍ରା ପଡ଼ୁଥିବାରୁ ସ୍ୱତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ଭୁବନେଶ୍ୱର ଓ ଆଠଗଡ଼ ପଟୁ ଆସୁଥିବା ଗାଡ଼ି ଗୁଡ଼ିକୁ ଚହଟାଠାରେ ପାର୍କିଂ କରିବାକୁ ବ୍ୟବସ୍ଥା କରାଯାଉଛି ବୋଲି ପୁଲିସ କମିଶନର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story