ବିଦ୍ୟୁତ୍ ବିଲ୍‌ ଆଦାୟ ପାଇଁ ଯାଇଥିଲେ, ମାଡ଼ ଖାଇଲେ

ଅନୁଗୋଳ(ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ବନ୍ତଳା ସେକ୍ସନ ଜେଇ ଦୀପକ କୁମାର ପାତ୍ରଙ୍କୁ ଅଙ୍ଗାରବନ୍ଧ ଗାଁର ଜଣେ ବିଦ୍ୟୁତ୍‌ ଗ୍ରାହକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ତେବେ ମାଡ଼ ମାରିଥିବା ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ବିଦ୍ୟୁତ୍‌ କର୍ମଚାରୀମାନେ ଗତକାଲି ରାତିରେ  ଅନୁଗୋଳ ଥାନା ଆଗରେ ଧାରଣାରେ ବସିଥିଲେ। ଅଭିଯୋଗ ଅନୁଯାୟୀ, ଗତକାଲି ଅନୁଗୋଳ ଏନ୍‌.ଜେ.ଏନ୍‌ର ବିଦ୍ୟୁତ୍‌ ବିଭାଗର ସେକ୍ସନ ଜେଇ ଦୀପକ କୁମାର ପାତ୍ର ଅଙ୍ଗାରବନ୍ଧ ଗାଁକୁ ବିଦ୍ୟୁତ୍‌ ବିଲ୍‌ ଆଦାୟ କରିବାକୁ ଯାଇଥିଲେ।  […]

angul

angul

Jyoshna Pradhan
  • Published: Monday, 16 March 2020
  • Updated: 16 March 2020, 04:32 PM IST

Sports

Latest News

ଅନୁଗୋଳ(ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ବନ୍ତଳା ସେକ୍ସନ ଜେଇ ଦୀପକ କୁମାର ପାତ୍ରଙ୍କୁ ଅଙ୍ଗାରବନ୍ଧ ଗାଁର ଜଣେ ବିଦ୍ୟୁତ୍‌ ଗ୍ରାହକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ତେବେ ମାଡ଼ ମାରିଥିବା ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ବିଦ୍ୟୁତ୍‌ କର୍ମଚାରୀମାନେ ଗତକାଲି ରାତିରେ  ଅନୁଗୋଳ ଥାନା ଆଗରେ ଧାରଣାରେ ବସିଥିଲେ।

ଅଭିଯୋଗ ଅନୁଯାୟୀ, ଗତକାଲି ଅନୁଗୋଳ ଏନ୍‌.ଜେ.ଏନ୍‌ର ବିଦ୍ୟୁତ୍‌ ବିଭାଗର ସେକ୍ସନ ଜେଇ ଦୀପକ କୁମାର ପାତ୍ର ଅଙ୍ଗାରବନ୍ଧ ଗାଁକୁ ବିଦ୍ୟୁତ୍‌ ବିଲ୍‌ ଆଦାୟ କରିବାକୁ ଯାଇଥିଲେ।  ହେଲେ ସେହି ଗାଁର ସୁଶାନ୍ତ ଦାସ ନାମକ  ଜଣେ ବ୍ୟକ୍ତି ପୂର୍ବରୁ ବକେୟା ବିଲ୍‌ ଦେଇ ନଥିଲେ। ତେଣୁ ତାଙ୍କର ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା।  ଏଥିରେ  ସୁଶାନ୍ତ ଉତକ୍ଷିପ୍ତ ହୋଇ ଦୀପକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ତେବେ ଦୀପକଙ୍କ ସହ ଯାଇଥିବା ଅନ୍ୟ ସହଯୋଗୀମାନେ ତାଙ୍କୁ ଉଦ୍ଧାର କରି ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅନ୍ୟପକ୍ଷରେ ଅଭିଯୁକ୍ତଙ୍କୁ ଗିରଫ ନ କରିବା ପର୍ଯ୍ୟନ୍ତ ବିଦ୍ୟୁତ ଆଦାୟ ଓ ବିଦ୍ୟୁତ ମରାମତି କାମ ମଧ୍ୟ ବନ୍ଦ ରହିବ ବୋଲି ବିଦ୍ୟୁତ ଠିକା ସଂସ୍ଥାର ଏନ.ଜେ.ଏନ କର୍ମଚାରୀମାନେ ଦାବି କରିବା ସହ ଅନୁଗୋଳ ଥାନା ଆଗରେ ଧାରଣାରେ ବସିଥିଲେ। ପରେ ଅଭିଯୁକ୍ତ ସୁଶାନ୍ତକୁ ପୁଲିସ ଗିରଫ କରିବା ପରେ ବିଦ୍ୟୁତ ବିଭାଗ କର୍ମଚାରୀମାନେ ଆନ୍ଦୋଳନରୁ ଓହରିଥିଲେ।

ଆକ୍ରମଣର ଶିକାର ହୋଇଥିବା କର୍ମଚାରୀ ଦୀପକ କୁମାର ପାତ୍ର କହିଛନ୍ତି, “ଆମେ ଅଙ୍ଗାରବନ୍ଧକୁ ଟଙ୍କା କଲେକସନ୍ କରିବାକୁ ଯାଇଥିଲୁ। ଗାଁର କିଛି ଲୋକଙ୍କର ବିଦ୍ୟୁତ୍‌ କଟାଯାଇଥିଲା। ଏଥିସହ ଗାଁର ସୁଶାନ୍ତ ନାମକ ଜଣେ ଉପଭୋକ୍ତାଙ୍କ ଘରୁ ମଧ୍ୟ ବିଦ୍ୟୁତ୍ କଟାଯାଇଥିଲା। ସୁଶାନ୍ତ ମଦ ପିଇ ଆସି  ଆମକୁ ଅତର୍କିତ ଭାବେ ଆସି ବାଡେଇଲା। ଏହି ଗାଁକୁ କେବେ ଆସିପାରିବ ନାହିଁ। ଏଠି ଟଙ୍କା କଲେସନ୍ କରିପାରିବ ନାହିଁ। ନହେଲେ ଜୀବନରେ ମାରି ଦିଆଯିବ କହି ଅଭଦ୍ର ଭାଷାରେ ଗାଳି ଗୁଲଜ କଲା। ସୁଶାନ୍ତଙ୍କ ୯ ହଜାର ୨୦୦ ଟଙ୍କା ବାକି ଥିବାରୁ ବିଦ୍ୟୁତ୍ କଟାଯାଇଥିଲା। ମୋତେ ଆକ୍ରମଣ ହୋଇଛି। ଆମର ଜଣେ ଲାଇନ୍‌ ମ୍ୟାନ୍‌କୁ ଘୋଷାଡ଼ି ନେଇ ଗୋଠ ଘରେ ବନ୍ଦ କରି ରଖିଥିଲେ। ଖବର ପାଇ ଆମ ଏସ୍‌ଡିଓ ସାର୍ ଯାଇ ବୁଝାସୁଝା କରିବା ପରେ ଆମକୁ ସେଠାରୁ ଛାଡ଼ିଲେ। ଘଟଣା ସମ୍ପର୍କରେ ଆମେ ଥାନାରେ ଏତଲା ଦେଲୁ।  ଏହାପରେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ୍‌ କର୍ମଚାରୀଙ୍କ ସହ ମୁଁ ନିଜେ ସେହି ଗାଁକୁ ଯାଇଥିଲି। ଗାଁରେ ପହଞ୍ଚିଲା ପରେ ପୁଲିସ୍‌ ସୁଶାନ୍ତଙ୍କୁ ଦେଖିଥିଲେ ମଧ୍ୟ ଗିରଫ କରି ନଥିଲେ। ପୁଲିସ୍‌ ଫେରିକି ପଳାଇ ଆସିଥିଲା। ସେଥି ପାଇଁ ଆମେ ଧାରଣାରେ ବସିଥିଲୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story