କଚାଡ଼ି ମାରିଲା ହାତୀ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ):  ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ରେଞ୍ଜର ପାଳସାହିରେ ଜଣେ ବୃଦ୍ଧଙ୍କୁ କଚାଡ଼ି ମାରିଦେଇଛି ହାତୀ। ମୃତକ ଜଣଙ୍କ ହେଲେ ବାଉରୀ ସାହୁ। ଆଜି ସକାଳେ ବାଉରୀ ଜମିକୁ ଫସଲ ଦେଖିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ ନେଇ କଚାଡ଼ି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଖବରପାଇ ମହାବିରୋଡ଼ ରେଞ୍ଜର ବନ ଅଧିକାରୀ ସୁରେଶ ବେହେରା ଘଟଣା ସ୍ଥଳରେ ପହଞ୍ଚିଥିଲେ।

dkl

Rakesh Mallick
  • Published: Friday, 16 November 2018
  • , Updated: 16 November 2018, 01:00 PM IST

ଢେଙ୍କାନାଳ (ରାଜଶ୍ରୀ ଶତପଥୀ):  ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ରେଞ୍ଜର ପାଳସାହିରେ ଜଣେ ବୃଦ୍ଧଙ୍କୁ କଚାଡ଼ି ମାରିଦେଇଛି ହାତୀ। ମୃତକ ଜଣଙ୍କ ହେଲେ ବାଉରୀ ସାହୁ।

ଆଜି ସକାଳେ ବାଉରୀ ଜମିକୁ ଫସଲ ଦେଖିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ ନେଇ କଚାଡ଼ି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଖବରପାଇ ମହାବିରୋଡ଼ ରେଞ୍ଜର ବନ ଅଧିକାରୀ ସୁରେଶ ବେହେରା ଘଟଣା ସ୍ଥଳରେ ପହଞ୍ଚିଥିଲେ।

Related story