Advertisment

ଜାତୀୟ ରାଜପଥରେ ହାତୀ ପଲ

ଆଠଗଡ଼ (ନୀଳକଣ୍ଠ ଦୋରା): କଟକ ଜିଲ୍ଲା ଆଠଗଡ ବନଖଣ୍ଡରେ ହାତୀ ଆତଙ୍କ। ହାତୀପଲଙ୍କ ଉପଦ୍ରବରେ ସ୍ଥାନୀୟବାସୀ ଭୟଭିତ ହୋଇ ରହିଛନ୍ତି। ଦିନକୁ ଦିନ ହାତୀଙ୍କ ଉପଦ୍ରବ ବଢୁଥିବାରୁ ବନବିଭାଗର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ହାତୀ କେତେବେଳେ ବିପଦପୂର୍ଣ୍ଣ ଭାବେ ରେଳ ଧାରଣା ଉପରେ ଯାତାୟାତ କରୁଛନ୍ତି ତ କେତେବେଳେ ଜାତୀୟ ରାଜପଥ ଅବରୋଧ କରୁଛନ୍ତି। ଗତକାଲି ଗୁରୁଡୁଝାଟିଆ-ମତ୍ସ୍ୟପୁର ରେଳ ଧାରଣା ଉପରେ ରେଳଲାଇନ ଅତିକ୍ରମ କରୁଥିବା ବେଳେ ଆଜି ସକାଳୁ ୫୫ ନମ୍ବର ଜାତୀୟ ରାଜପଥ […]

ଜାତୀୟ ରାଜପଥରେ ହାତୀ ପଲ

elephant

Advertisment

ଆଠଗଡ଼ (ନୀଳକଣ୍ଠ ଦୋରା): କଟକ ଜିଲ୍ଲା ଆଠଗଡ ବନଖଣ୍ଡରେ ହାତୀ ଆତଙ୍କ। ହାତୀପଲଙ୍କ ଉପଦ୍ରବରେ ସ୍ଥାନୀୟବାସୀ ଭୟଭିତ ହୋଇ ରହିଛନ୍ତି। ଦିନକୁ ଦିନ ହାତୀଙ୍କ ଉପଦ୍ରବ ବଢୁଥିବାରୁ ବନବିଭାଗର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ହାତୀ କେତେବେଳେ ବିପଦପୂର୍ଣ୍ଣ ଭାବେ ରେଳ ଧାରଣା ଉପରେ ଯାତାୟାତ କରୁଛନ୍ତି ତ କେତେବେଳେ ଜାତୀୟ ରାଜପଥ ଅବରୋଧ କରୁଛନ୍ତି।

Advertisment

ଗତକାଲି ଗୁରୁଡୁଝାଟିଆ-ମତ୍ସ୍ୟପୁର ରେଳ ଧାରଣା ଉପରେ ରେଳଲାଇନ ଅତିକ୍ରମ କରୁଥିବା ବେଳେ ଆଜି ସକାଳୁ ୫୫ ନମ୍ବର ଜାତୀୟ ରାଜପଥ ବାଳି ନିକଟରେ ରାସ୍ତା ପାର ହେଉଥିବାର ଦେଖିବାକୁ ମିଳିଥିଲା। ଦୀର୍ଘ ଦିନ ହେବ ହାତୀମାନେ ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ କରୁଥିବାରୁ ସ୍ଥାନୀୟ ଅଞ୍ଚଳ ବାସୀ ଓ ବନବିଭାଗ ପାଇଁ ହାତୀ ସମସ୍ୟା ଏକ ମୁଖ୍ୟ କାରଣ ପାଲଟିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe