ଦଳ ଦଳ ହୋଇ ବୁଲୁଛନ୍ତି, ଆତଙ୍କ ସୃଷ୍ଟି କରୁଛନ୍ତି

ଅନୁଗୋଳ (ବିରଜା ଦାସ): ଅନୁଗୋଳ ଜିଲ୍ଲାରେ ହାତୀ ଆତଙ୍କ ଥମିବାର ନାଁ ନେଉନାହିଁ। ଏକାଧିକ ସ୍ଥାନରେ ହାତୀ ପଲ ଆତଙ୍କ ମଚାଇବା ସହ ବ୍ୟାପକ ଫସଲହାନୀ କରୁଛନ୍ତି। ଏପରିକି ମଣିଷ ଜୀବନ ନେବାକୁ ମଧ୍ୟ ପଛାଉ ନାହାନ୍ତି। ଏବେ ତାଳଚେର ରେଞ୍ଜରେ ହାତୀ ଉପଦ୍ରବ ଚଳାଇଛନ୍ତି। ଟିଟିପିଏସ୍‌ ଆସ୍ ପଣ୍ଡ ନିକଟରେ ପ୍ରାୟ ୨୨ଟି ହାତୀ ଓ କଙ୍କିଳି ଗାଁ ନିକଟରେ ପ୍ରାୟ ୬ଟି ହାତୀ ଲୋକଙ୍କ ନିଦ ହଜାଇ ଦେଇଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳର ଲୋକମାନେ […]

elephants

elephants

Rakesh Mallick
  • Published: Friday, 26 October 2018
  • Updated: 26 October 2018, 01:41 PM IST

Sports

Latest News

ଅନୁଗୋଳ (ବିରଜା ଦାସ): ଅନୁଗୋଳ ଜିଲ୍ଲାରେ ହାତୀ ଆତଙ୍କ ଥମିବାର ନାଁ ନେଉନାହିଁ। ଏକାଧିକ ସ୍ଥାନରେ ହାତୀ ପଲ ଆତଙ୍କ ମଚାଇବା ସହ ବ୍ୟାପକ ଫସଲହାନୀ କରୁଛନ୍ତି। ଏପରିକି ମଣିଷ ଜୀବନ ନେବାକୁ ମଧ୍ୟ ପଛାଉ ନାହାନ୍ତି।

ଏବେ ତାଳଚେର ରେଞ୍ଜରେ ହାତୀ ଉପଦ୍ରବ ଚଳାଇଛନ୍ତି। ଟିଟିପିଏସ୍‌ ଆସ୍ ପଣ୍ଡ ନିକଟରେ ପ୍ରାୟ ୨୨ଟି ହାତୀ ଓ କଙ୍କିଳି ଗାଁ ନିକଟରେ ପ୍ରାୟ ୬ଟି ହାତୀ ଲୋକଙ୍କ ନିଦ ହଜାଇ ଦେଇଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳର ଲୋକମାନେ ଭୟଭୀତ ଅଛନ୍ତି।

ହାତୀପଲ ଏହି ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରୁଥିବା ଲୋକେ ଅଭିଯୋଗ କରିଛନ୍ତି। ହାତୀପଲ ବ୍ରାହ୍ମଣୀ ନଦୀ ପାର ହୋଇ ଆସିଥିବା ଅନୁମାନ କରାଯାଉଛି।

ଟିଟିପିଏସ ଆସ୍ ପଣ୍ଡ ଓ କଙ୍କିଳି ଗାଁ ନିକଟରେ ବନ ବିଭାଗ ଓ ପୁଲିସ୍‌ ଏହି ହାତୀ ପଲଙ୍କୁ ଜଗି ରହିବା ସହ ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଚଳାଇଛନ୍ତି।

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଢେଙ୍କାନାଳ ପରଜଙ୍ଗ ଅଞ୍ଚଳରେ ହାତୀ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରି ମାରିଦେଇଥିବା ଅଭିଯୋଗ ହୋଇଥିଲା।

https://youtu.be/xUB3dgpkpDQ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story