ସୁରଜଙ୍କ ଆଗରେ ଘଟିଗଲା ଘଟଣା | Odisha Reporter
Advertisment
ବିଧାୟକଙ୍କ ଉପସ୍ଥିତିରେ କନିଷ୍ଠଯନ୍ତ୍ରୀଙ୍କୁ ମାଡ଼ ଅଭିଯୋଗ। ସରପଞ୍ଚ ଓ ସମିତି ସଭ୍ୟଙ୍କ ସ୍ୱାମୀ ମାଡ଼ ମାରିଥିବା କହିଲେ ଜେଇ। କିନ୍ତୁ ବିଧାୟକ କହିଲେ କନିଷ୍ଠ ଯନ୍ତ୍ରୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ସେପଟେ ଜେଇଙ୍କ ବିରୋଧରେ ମହିଳାଙ୍କ ଦୁର୍ବବ୍ୟହାର ଅଭିଯୋଗ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us