ଘର ଭିତରେ ମରି ପଡିଛନ୍ତି ପୁରା ପରିବାର | Koraput | Odisha Reporter
କୋରାପୁଟ ଲକ୍ଷ୍ମୀପୁର ଥାନା ତୋୟାପୁଟରୋ ଗୋଟିଏ ଘରୁ ମିଳିଛି ସ୍ୱାମୀ, ସ୍ତ୍ରୀ ଏବଂ ଛୁଆର ମୃତଦେହ। ସ୍ୱାମୀ ଲିଙ୍ଗା ବିଷୋଇଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ପାଖରେ ଥିବା ସୋଫାରୁ ସ୍ତ୍ରୀଙ୍କ ମୃତଦେହ ମିଳିଛି। ଛୋଟ ଛୁଆର ମରଶରୀର ସୋଫା ତଳେ ପଡ଼ି ରହିଛି। ଏଭଳି କିଛି ଛାତି ଥରିଲା ଭଳି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
