Advertisment

ଏଭଳି ବସ୍ ଦେଖିଛନ୍ତି କି?

ରାଜଧାନୀ ଭୁବନେଶ୍ଵର ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ବିଭିନ୍ନ ସହରକୁ ଚାଲିବ ସବୁଠାରୁ ଲମ୍ୱା ବସ୍। ତାହା ପୁଣି ସୁପର ବିଜିନେସ କ୍ଲାସ ବସ। ଓଡ଼ିଶାରେ ଏତେ ଲମ୍ବା ବସ ପୁଣି ଯାତ୍ରୀମାନଙ୍କ ପାଇଁ ସବୁ ପ୍ରକାର ସୁବିଧା ଥିବା ବସ ବରମୁଣ୍ଡାକୁ ଆସିଛି। ଆସନ୍ତୁ ଜାଣିବା ଏହି ବସକୁ କିଏ ଆଣିଛନ୍ତି, ଆଉ ଯାତ୍ରୀମାନଙ୍କ ପାଇଁ କଣ କଣ ସୁବିଧା ଅଛି?

author-image
Debendra Prusty

Osrtc Baramunda Bus Stand Odisha