Advertisment

ମୋ ମୃତ୍ୟୁ ପଛର ସତ ସାମ୍ନାକୁ ଆସିବା ଦରକାର

ସତକୁ ସତ ଏବେ ଆଉ ସେ ଏ ଦୁନିଆରେ ନାହାନ୍ତି। ଆଉ ମରିବା ପୂର୍ବରୁ ଏକ ଭିଡିଓ ବନେଇ ଯୁବକ ଜଣକ କହୁଛନ୍ତି ‘ମୋନାଁ ରଶ୍ମି ରଞ୍ଜନ ବିଶ୍ୱାଳ। ମୋ ପରିବାରର କିଛି ଲୋକ ମୋତେ ମାରିବାକୁ ଚେଷ୍ଟା କରୁଛନ୍ତି। ମୋ ମୃତ୍ୟୁ ପାଇଁ ଏମାନେ ହିଁ ଦାୟୀ। ମୁଁ ଜାଣିଛି ମୋତେ ସେମାନେ ମାରି ଦେବେ। ତେଣୁ ତା’ପୂର୍ବରୁ ମୁଁ ସୋସିଆଲ୍‌ ମିଡିଆ ରେ ଭିଡିଓ ଭାଇରାଲ୍‌ କରୁଛି।’

author-image
Debendra Prusty

Viral Vedio Murder Crime Odisha