ଗତ ନିର୍ବାଚନ ପୂର୍ବରୁ ମହାନଦୀର ପାଣି ଏକ ବଡ଼ ପ୍ରସଙ୍ଗ ଥିଲା। କଂଗ୍ରେସ, ବିଜେପି ଓ ବିଜେଡି ପରସ୍ପର ବିରୋଧରେ ଦୋଷ ଲଦାଲଦି ହେଲେ। ଏବେ ବିଶ୍ୱ ଜଳ ଦିବସରେ ଏହି ପ୍ରସଙ୍ଗ ବିଧାନସଭାରେ ବି ଉଠିଛି। ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର ପ୍ରସଙ୍ଗ ଉଠାଇ ରାଜ୍ୟର ବିଭିନ୍ନ ନଦୀରେ ଜଳ ସ୍ଥିତିକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବାହାଘର ଠିକ୍ ହେଲା ବୋଲି ଧରମ ଭଉଣୀର ବେକ କାଟିଦେଲେ!
ଗତ ୪ ତାରିଖ ଶୁକ୍ରବାର ପୂର୍ବାହ୍ନରେ ମାଳତୀ ଘରେ ଏକାକୀ ଥିଲେ। ସାନ ଭଉଣୀ କଲେଜ ଯାଇଥିବା ପରିବାର ଲୋକ ଅନ୍ୟ କାମରେ ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ମାଳତୀଙ୍କ ଘରକୁ ଆସିଥିଲେ ଅଜୟ।
Education
OSSC ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷାରେ ତ୍ରୁଟି! ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ ଆଣିଲେ ଛାତ୍ର
ବାଲେଶ୍ୱରର ଗୋପାଳ ଗାଁ ପରୀକ୍ଷା କେନ୍ଦ୍ରରେ ସମୟ ପୂର୍ବରୁ ପ୍ରଶ୍ନପତ୍ର ସିଲ୍ ଖୋଲି ଭାଇରାଲ କରାଯାଇଥିବା ଅଭିଯୋଗ ହୋଇଛି।
Miscellaneous
ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ; କାଲି ବସ୍ ଚଳାଚଳ ବନ୍ଦ ଡାକରା
ଘରୋଇ ବସ୍ ବନ୍ଦ କରିବେ ପଶ୍ଚିମାଞ୍ଚଳ ଓ ଦକ୍ଷଣାଞ୍ଚଳର ବସ୍ ମାଲିକ ସଂଘ। ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟିଆ ବସ୍ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।
Culture & Literature
ହବିଷ୍ୟାଳି ଯୋଜନାରେ ଆଜିଠୁ ପଞ୍ଜିକରଣ ଆରମ୍ଭ; ଜାଣନ୍ତୁ, କେଉଁ ସାଇଟ୍ରେ କରିବେ ଆବେଦନ
ଏଥର ଅଫ୍ଲାଇନ୍ ନୁହେଁ କେବଳ ଅନଲାଇନ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ। ୧୧ ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ।
Politics
ଆଜିଠୁ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ବୈଠକରେ ଯୋଗଦେବେ
ଦିଲ୍ଲୀରେ ମାଓ ମୁକାବିଲା ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଥିପାଇଁ ଆଜିଠୁ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯିବେ।