ଧାନ ସବୁ ପାଚି ଆସିଥିଲା। ଆଉ ୮ କି ୧୦ ଦିନ ପରେ କଟାଯାଇଥାନ୍ତା। ହେଲେ ସେ ସ୍ବପ୍ନ ଭାଙ୍ଗିଗଲା। ପାଚିଲା ଧାନ ସବୁ ବିଲରେ ବିଛୁଡ଼ି ହୋଇ ପଡ଼ିଛି। ଗଛରେ କେଣ୍ଡା ସିନା ଅଛି ହେଲେ ସେଥିରେ ଧାନ ନାହିଁ। ଆଉ କିଛି ଦିନ ପରେ ଅମଳ ହୋଇଥାନ୍ତା, ବିକିକି ନିଜ କରଜ ସୁଝିଥାନ୍ତେ। ହେଲେ କାଳବୈଶାଖୀ ପ୍ରଭାବରେ କୂଆପଥର ମାଡ଼ରେ ସବୁକିଛି ଛାରଖାର ହୋଇଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
କାନ୍ଦ କାନ୍ଦ ହୋଇ ଫେରିଲେ ସଂଯୁକ୍ତା!
ଗୋଟିଏ ମଂଚରେ ଏକାଠି ହେଲେ ସଂଯୁକ୍ତା ଓ ଶ୍ରୀକାନ୍ତ। ସଂଯୁକ୍ତା କାନ୍ଦି କାନ୍ଦି ଫେରିଗଲେ। ହେଲେ ଶ୍ରୀକାନ୍ତ ଛାତି ଚଉଡ଼ା କରି ବୁଲିଲେ। ମହିଳା କର୍ମୀ ନ୍ୟାୟ ଅପେକ୍ଷାରେ ମୁହଁ ଲୁଚାଇ କାନ୍ଦୁଛନ୍ତି। ମନ୍ତ୍ରୀ କିନ୍ତୁ ମୁହଁ ତୋଡ଼ ଦେଖାଇ ସେଲଫି ନେଉଛନ୍ତି। ବିଜେଡିର ନୂତନ କାର୍ଯ୍ୟାଳୟ ଉଦ୍ଘାଟନୀ ଉତ୍ସବରେ ଏମିତି କିଛି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି।
Odisha
ବଦଳୁନି ବ୍ୟବସ୍ଥା, ବଦଳୁନି ଗରିବଗୁରୁବାଙ୍କ ଭାଗ୍ୟ
ସତରେ ଏମାନଙ୍କ ଭାଗ୍ୟ ବି ରାଜ୍ୟ ସରକାରଙ୍କ ଭଳି ହେଲାଣି। ନା ସରକାର ବଦଳୁଛି ନା ଏମାନଙ୍କ ଭାଗ୍ୟ। କିଛିଦିନ ତଳର ଏ ଦୃଶ୍ୟକୁ କେହି ଭୁଲି ନଥିବେ।
Politics
ବିଜେଡିକୁ ଫେରିବେ କି ତଥାଗତ !
ପୁଣି ବିଜେଡିକୁ ଫେରିବେ କି ତଥାଗତ। ୨୦୨୪ରେ ତଥାଗତ ପୁଣି ହେବେ କି ପ୍ରାର୍ଥୀ। ଦୀର୍ଘ ଦିନ ଧରି ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିବା ପୂର୍ବତନ ସାଂସଦ ତଥାଗତ ସତପଥୀ ହଠାତ ଶଙ୍ଖ ଭବନ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
Crime
ରାଜା ଖାନ ସହ ସୁଶାନ୍ତ ସିଂହଙ୍କର କି ସଂପର୍କ?
ଗୁଡ୍ଡୁ ମୁସିଲିମର ଡ୍ରାଇଭର ରାଜା ଖାନ ବିଜେଡ଼ିର ବାହୁବଳୀ ବିଧାୟଙ୍କ ସହଯୋଗୀ। ବିଜେଡ଼ିର ପୁର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ସହ ସଂପର୍କକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି। ମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ଥିଲେ ରାଜା ଖାନ୍। ସ୍ଥାନୀୟ ଅଞ୍ଚଳରେ ସେମାନଙ୍କ ସଂପର୍କାକୁ ନେଇ ଚର୍ଚ୍ଚା। ଗୁଡ୍ଡୁ ମୁସିଲିମ୍ ଓଡ଼ିଶାକୁ ସୁରକ୍ଷିତ ଭାବି ଏଠି ବେପାର କରିବାକୁ ପଳେଇ ଆସିଲେ। ଏତେ ଦିନ ଧରି ବ୍ୟବସାୟ ଚାଲିଥିଲା ଓଡ଼ିଶା ପୋଲିସ କିମ୍ଭା ଏସଟିଏଫ୍ ଧରି ପାରିଳେନି କେମିତି। ପୁର୍ବତନ ମନ୍ତ୍ରୀଙ୍କ ଲିଙ୍କ୍ ଥିବାରୁ ପୋଲିସ ହାତ ମାରି ନଥାଇ ପାରେ ସନ୍ଦେହ ହେଉଛି ବୋଲି କହିଛନ୍ତି ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର।