ମାଟିରେ ଲୋଟୁଛି ସୁନା ଫସଲ | Odisha Reporter
Advertisment
ଧାନ ସବୁ ପାଚି ଆସିଥିଲା। ଆଉ ୮ କି ୧୦ ଦିନ ପରେ କଟାଯାଇଥାନ୍ତା। ହେଲେ ସେ ସ୍ବପ୍ନ ଭାଙ୍ଗିଗଲା। ପାଚିଲା ଧାନ ସବୁ ବିଲରେ ବିଛୁଡ଼ି ହୋଇ ପଡ଼ିଛି। ଗଛରେ କେଣ୍ଡା ସିନା ଅଛି ହେଲେ ସେଥିରେ ଧାନ ନାହିଁ। ଆଉ କିଛି ଦିନ ପରେ ଅମଳ ହୋଇଥାନ୍ତା, ବିକିକି ନିଜ କରଜ ସୁଝିଥାନ୍ତେ। ହେଲେ କାଳବୈଶାଖୀ ପ୍ରଭାବରେ କୂଆପଥର ମାଡ଼ରେ ସବୁକିଛି ଛାରଖାର ହୋଇଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us