’ବୈଜୟନ୍ତଙ୍କୁ ହରାଇବା ପାଇଁ ମୋତେ ଯୋଦ୍ଧା ସଜାଯାଇଥିଲା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ହେବା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗୋଟିଏ ପରେ ଗୋଟିଏ ବିସ୍ଫୋରକ ବୟାନ ଦେଉଛନ୍ତି। ପ୍ରଦୀପ ତାଙ୍କ ପ୍ରତିକ୍ରିୟାରେ ୨୦୧୯ ନିର୍ବାଚନ ବେଳର ଗୁମର ଖୋଲିଛନ୍ତି। କେନ୍ଦ୍ରାପଡ଼ାର ଉଭୟ ଲୋକସଭା ଓ ବିଧାନସଭା ନେଇ ମତ ରଖିଛନ୍ତି ସେ। ଶ୍ରୀ ପାଣିଗ୍ରାହୀ କହିଛନ୍ତି, କେନ୍ଦ୍ରାପଡ଼ାରୁ ପୂର୍ବତନ ଅର୍ଥମନ୍ତ୍ରୀ ଶଶି ବେହେରା ଛିଡ଼ା ହୋଇଥିଲେ। ସରକାରଙ୍କ ସମ୍ମାନ ଦୃଷ୍ଟିରୁ ନ ହାରିବାକୁ ମୋତେ ଦାୟିତ୍ୱ ଦେଇଥିଲେ। ବୈଜୟନ୍ତ ପଣ୍ଡା ଓ ଗଣେଶ୍ୱର […]

790-1

790-1

Tapas Behera
  • Published: Sunday, 29 November 2020
  • Updated: 30 November 2020, 01:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ହେବା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗୋଟିଏ ପରେ ଗୋଟିଏ ବିସ୍ଫୋରକ ବୟାନ ଦେଉଛନ୍ତି। ପ୍ରଦୀପ ତାଙ୍କ ପ୍ରତିକ୍ରିୟାରେ ୨୦୧୯ ନିର୍ବାଚନ ବେଳର ଗୁମର ଖୋଲିଛନ୍ତି। କେନ୍ଦ୍ରାପଡ଼ାର ଉଭୟ ଲୋକସଭା ଓ ବିଧାନସଭା ନେଇ ମତ ରଖିଛନ୍ତି ସେ।

ଶ୍ରୀ ପାଣିଗ୍ରାହୀ କହିଛନ୍ତି, କେନ୍ଦ୍ରାପଡ଼ାରୁ ପୂର୍ବତନ ଅର୍ଥମନ୍ତ୍ରୀ ଶଶି ବେହେରା ଛିଡ଼ା ହୋଇଥିଲେ। ସରକାରଙ୍କ ସମ୍ମାନ ଦୃଷ୍ଟିରୁ ନ ହାରିବାକୁ ମୋତେ ଦାୟିତ୍ୱ ଦେଇଥିଲେ। ବୈଜୟନ୍ତ ପଣ୍ଡା ଓ ଗଣେଶ୍ୱର ବେହେରାଙ୍କୁ ହରାଇବାକୁ କହିଥିଲେ। ଏଥିପାଇଁ ମୁଁ ୫୦୦ ପିଲା ଆଣି କେନ୍ଦ୍ରାପଡ଼ାରେ ଡେରା ପକାଇଥିଲି। ସେତେବେଳେ କେନ୍ଦ୍ରାପଡ଼ାରେ ଗଞ୍ଜାମ ଗାଡ଼ି ବ୍ୟତୀତ ଆଉ କିଛି ନଥିଲା।

ଜିତୁ ମିତ୍ର ଓ ଅରୁପ ପଟ୍ଟନାୟକଙ୍କ ପାଇଁ ମଧ୍ୟ ଦାୟିତ୍ୱ ଦେଇଥିଲେ। ଅରୁପ ଗ୍ରୋ ନ କରିବାରୁ ଜିତୁଙ୍କ ଉପରେ ଅଧିକ ଫୋକସ୍ ପାଇଁ କହିଥିଲେ। ମାତ୍ର ନିର୍ବାଚନ ସରିବା ପରେ ସବୁ ଭୁଲିଗଲେ। କ୍ରେଡିଟ୍ ପାଇଁ ଲବି ହେଲା ବୋଲି ପ୍ରଦୀପ କହିଛନ୍ତି।

ଅଧିକ ପଢ଼ନ୍ତୁ :  ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ ଟିମ୍‌; ଫିଟିବ ପାଠକ ବାପ-ପୁଅଙ୍କ ଗୁମର

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story