ବନ୍ଦ ଲଫାପାରେ ଦାଖଲ ହେଲା ଆପୋଲୋ ହସ୍ପିଟାଲ୍‌ ଅଗ୍ନିକାଣ୍ଡ ଘଟଣାର ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍‌ ଅଗ୍ନିକାଣ୍ଡର ରିପୋର୍ଟ ଦାଖଲ ହୋଇଛି। ଅଗ୍ନିଶମ ଡିଜିଙ୍କ ନିକଟରେ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ କରିଛନ୍ତି ୩ ଜଣିଆ ତଦନ୍ତକାରୀ ଟିମ୍। ଏନେଇ ତଦନ୍ତକାରୀ ଅଧିକାରୀ ବି. ଘଡେଇ ସୂଚନା ଦେଇଛନ୍ତି। ଗତ ଦୁଇ ତାରିଖରେ ହସ୍ପିଟାଲର ପଞ୍ଚମ ମହଲାରେ ଥିବା ବ୍ୟାଟେରୀ ରୁମରେ ଧୂଆଁ ବାହାରିବା ଦେଖି ଆତଙ୍କ ଖେଳିଯାଇଥିଲା। ନିଆଁ ବ୍ୟାପିବା ପୂର୍ବରୁ ଦମକଳ ବାହିନୀ ପହଞ୍ଚି ଏହାକୁ ଆୟତ୍ତ କରିଥିଲେ। ଭୟରେ ଚତୁର୍ଥ, ତୃତୀୟ ଓ […]

apollo1

apollo1

Rakesh Mallick
  • Published: Tuesday, 05 February 2019
  • Updated: 05 February 2019, 09:04 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍‌ ଅଗ୍ନିକାଣ୍ଡର ରିପୋର୍ଟ ଦାଖଲ ହୋଇଛି। ଅଗ୍ନିଶମ ଡିଜିଙ୍କ ନିକଟରେ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ କରିଛନ୍ତି ୩ ଜଣିଆ ତଦନ୍ତକାରୀ ଟିମ୍। ଏନେଇ ତଦନ୍ତକାରୀ ଅଧିକାରୀ ବି. ଘଡେଇ ସୂଚନା ଦେଇଛନ୍ତି।

ଗତ ଦୁଇ ତାରିଖରେ ହସ୍ପିଟାଲର ପଞ୍ଚମ ମହଲାରେ ଥିବା ବ୍ୟାଟେରୀ ରୁମରେ ଧୂଆଁ ବାହାରିବା ଦେଖି ଆତଙ୍କ ଖେଳିଯାଇଥିଲା। ନିଆଁ ବ୍ୟାପିବା ପୂର୍ବରୁ ଦମକଳ ବାହିନୀ ପହଞ୍ଚି ଏହାକୁ ଆୟତ୍ତ କରିଥିଲେ।

ଭୟରେ ଚତୁର୍ଥ, ତୃତୀୟ ଓ ଦ୍ୱିତୀୟ ମହଲାରେ ଥିବା ରୋଗୀ ଓ ସଂପର୍କୀୟ ହସ୍ପିଟାଲ ବାହାରକୁ ପଳାଇ ଆସିଥିଲେ। ଅଗ୍ନିକାଣ୍ଡ ପରେ ହସ୍ପିଟାଲର ବିଜୁଳି ବ୍ୟବସ୍ଥା ବନ୍ଦ୍ ହୋଇଯିବାରୁ ଗୁରୁତର ଥିବା ୨୬ ଜଣ ରୋଗୀଙ୍କୁ ତୁରନ୍ତ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story