Advertisment

ରାଜଧାନୀରୁ ଧରାପଡିଲେ ନକଲି ବିଏମସି ଅଧିକାରିଣୀ

ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଲୋକଙ୍କୁ ଡରାଇ ଧମକାଇ ଟଙ୍କା ଆଦାୟ କରି ଆତଙ୍କ ସୃଷ୍ଟି କରିଥିବା ଲେଡି ଡନଙ୍କୁ ବାନ୍ଧିଛି ପୁଲିସ। ବଟି ଦିଅ ନହେଲେ ଆଗକୁ ଯାହା ହେବ ବୁଝିବ। ଖୁଲମ ଖୁଲ୍ଲା ପବ୍ଲିକକୁ ଧମକାଉଥିବା ଇଏ ହେଉଛି ରାଜଧାନୀର ବଙ୍ଗାଳି ଦିଦି ନାଁରେ ଆତଙ୍କ ଖେଳାଇଥିବା ଲେଡି ଡନ। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ବ୍ୟବସାୟୀଙ୍କୁ ଧମକାଇ ବଟି ଆଦାୟ କରେ।

author-image
Manoj Swain

ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଲୋକଙ୍କୁ ଡରାଇ ଧମକାଇ ଟଙ୍କା ଆଦାୟ କରି ଆତଙ୍କ ସୃଷ୍ଟି କରିଥିବା ଲେଡି ଡନଙ୍କୁ ବାନ୍ଧିଛି ପୁଲିସ। ବଟି ଦିଅ ନହେଲେ ଆଗକୁ ଯାହା ହେବ ବୁଝିବ। ଖୁଲମ ଖୁଲ୍ଲା ପବ୍ଲିକକୁ ଧମକାଉଥିବା ଇଏ ହେଉଛି ରାଜଧାନୀର ବଙ୍ଗାଳି ଦିଦି ନାଁରେ ଆତଙ୍କ ଖେଳାଇଥିବା ଲେଡି ଡନ। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ବ୍ୟବସାୟୀଙ୍କୁ ଧମକାଇ ବଟି ଆଦାୟ କରେ। ସରକାରୀ ଜାଗାକୁ ଅକ୍ତିଆର କରି ଭଡ଼ାରେ ଲଗାଏ। ବ୍ୟବସାୟୀଙ୍କୁ ଦିଏ ବିଏମସି ଅଧିକାରୀର ପରିଚୟ। ଏବେ ଯାହାର ପର୍ଦ୍ଦାଫାସ କରିଛି କମିଶନରେଟ ପୁଲିସ।  

Advertisment
Odisha Bhubaneswar Bmc