ନକଲି ସାର୍ଟିଫିକେଟ୍, ବିଜେଡି ବନାମ କଂଗ୍ରେସ | Odisha Reporter
ନକଲି ସାର୍ଟିଫିକେଟର କେଳେଙ୍କାରୀ ସାମ୍ନାକୁ ଆସିଲା ପରେ, ବଲାଙ୍ଗିର ରାଜନୀତି ବି ଗରମ। କାରଣ କେଳେଙ୍କାରୀ ମୁଖ୍ୟ କାର୍ପଟଦାର ମନୋଜ ମିଶ୍ରଙ୍କ ସହିତ, ବିଜେଡି ଓ କଗ୍ରେସ ନେତାଙ୍କ ଫଟୋକୁ ନେଇ , ଏବେ ହୁଲୁସ୍ତୁଲ ରାଜ୍ୟ ରାଜନୀତି। ମୁହାଁମୁହିଁ କଂଗ୍ରେସ ବିଜେଡି। ଆଉ ଏଭଳି ଗରମା ଗରମ ପଲିଟିକାଲ ଓ୍ଵାର ଭିତରେ, ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଟିମ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
