Advertisment

ଭଦ୍ରକକୁ ବି ଲମ୍ବିଛି ଜାଲ୍ ସାର୍ଟିଫିକେଟ ଚେର!

ଦୁନିଆରେ ବେରୋଜଗାରୀ ବଢୁଥିବାବେଳେ ଅନେକଙ୍କ ଆଶା ଆଶାରେ ରହିଯାଉଛି। ସବୁ ଯୋଗ୍ୟତା ଥାଇ ବି ଚାକିରୀ ଖଣ୍ଡେ ପାଉନାହାନ୍ତି। ଆଉ ଏତିକିବେଳେ କିଛି ଅଛନ୍ତି ଯେଉଁମାନେ ଜାଲ୍ ସାର୍ଟିଫିକେଟ ଦେଇ ଚାକିରୀ ବି କରିଯାଉଛନ୍ତି। ସମ୍ବଲପୁର ଡାକ ଡିଭିଜନରେ ୯୬ଟି ଡାକ ସେବକ ପଦବୀ ପାଇଁ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀଙ୍କ ଭିତରୁ ୬ ଜଣ ଜାଲ୍ ସାର୍ଟିଫିକେଟ ଦେଇଥିବା ଜଣାପଡ଼ିଛି।

Fake Certificate Odisha Jobs Job Scam Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe