ମୁଁ ବାହାନଗାର ଶବ କହୁଛି..| Odisha Reporter
ବାଲେଶ୍ୱର ବାହାନାଗା ଭୟାବହ ଟ୍ରେନ ଦୁର୍ଘଟଣାର ୪ ଦିନ ବିତିଗଲାଣି ଏବେବି କ୍ଷତିଗ୍ରସ୍ତଙ୍କ ଶୁଖୁନି ଲୁହ। କିଏ ନିଜ ପୁଅକୁ ହରାଇଛି ତ କିଏ ନିଜ ସ୍ୱାମୀକୁ ହରାଇଛି। ବାହାନଗାର ରକ୍ତ ଜୁଡୁବୁଡୁ ମାଟି ଏବେବି ବାହୁନି ବାହୁନି କାନ୍ଦୁଛ। ଏହି ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଏବେବି ୧୦୧ଜଣ ଯାତ୍ରୀଙ୍କ ପରିଚୟ ମିଳିପାରିନି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
