Advertisment

ମୁଁ ବାହାନଗାର ଶବ କହୁଛି..

ବାଲେଶ୍ୱର ଜିଲ୍ଲାର ବାହାନଗା ଭୟାବହ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଏବେବି ୧୦୧ଜଣ ଯାତ୍ରୀଙ୍କ ପରିଚୟ ମିଳିପାରିନି ।

ଅଦ୍ୟତନ ହୋଇଛି
Advertisment

ବାଲେଶ୍ୱର ବାହାନାଗା ଭୟାବହ ଟ୍ରେନ ଦୁର୍ଘଟଣାର ୪ ଦିନ ବିତିଗଲାଣି ଏବେବି କ୍ଷତିଗ୍ରସ୍ତଙ୍କ ଶୁଖୁନି ଲୁହ। କିଏ ନିଜ ପୁଅକୁ ହରାଇଛି ତ କିଏ ନିଜ ସ୍ୱାମୀକୁ ହରାଇଛି। ବାହାନଗାର ରକ୍ତ ଜୁଡୁବୁଡୁ ମାଟି ଏବେବି ବାହୁନି ବାହୁନି କାନ୍ଦୁଛ। ଏହି ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଏବେବି ୧୦୧ଜଣ ଯାତ୍ରୀଙ୍କ ପରିଚୟ ମିଳିପାରିନି।  

Advertisment
Odisha Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe