ସନ୍ଦେହରେ ସାଙ୍ଗ

ଦୀର୍ଘ ୧୨ ଘଣ୍ଟାର ଖୋଜାଖୋଜି ପରେ ଗଭୀର ପାଣିରୁ ମିଳିଲା ମୃତଦେହ। ପାୱାର ଚାନେଲରୁ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ନିଖୋଜ ବୁର୍ଲା ଛାତ୍ରୀଙ୍କ ମୃତଦେହ ମିଳିଲା। ତାଙ୍କ ଯୁବ ବନ୍ଧୁଙ୍କ ବିରୋଧରେ ହତ୍ୟା ଅଭିଯାଗ ଆଣିଛନ୍ତି କଳାହାଣ୍ଡି ରାମପୁର ମଦନପୁରର ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମା’।

Debendra Prusty
  • Published: Thursday, 02 March 2023
  • Updated: 02 March 2023, 11:36 AM IST

ଦୀର୍ଘ ୧୨ ଘଣ୍ଟାର ଖୋଜାଖୋଜି ପରେ ଗଭୀର ପାଣିରୁ ମିଳିଲା ମୃତଦେହ। ପାୱାର ଚାନେଲରୁ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ନିଖୋଜ ବୁର୍ଲା ଛାତ୍ରୀଙ୍କ ମୃତଦେହ ମିଳିଲା। ତାଙ୍କ ଯୁବ ବନ୍ଧୁଙ୍କ ବିରୋଧରେ ହତ୍ୟା ଅଭିଯାଗ ଆଣିଛନ୍ତି କଳାହାଣ୍ଡି ରାମପୁର ମଦନପୁରର ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମା’। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos