ସନ୍ଦେହରେ ସାଙ୍ଗ ! || Missing Body Of VSSUT Girl Student Found In Power Channel || Odisha Reporter
Advertisment
ଦୀର୍ଘ ୧୨ ଘଣ୍ଟାର ଖୋଜାଖୋଜି ପରେ ଗଭୀର ପାଣିରୁ ମିଳିଲା ମୃତଦେହ। ପାୱାର ଚାନେଲରୁ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ନିଖୋଜ ବୁର୍ଲା ଛାତ୍ରୀଙ୍କ ମୃତଦେହ ମିଳିଲା। ତାଙ୍କ ଯୁବ ବନ୍ଧୁଙ୍କ ବିରୋଧରେ ହତ୍ୟା ଅଭିଯାଗ ଆଣିଛନ୍ତି କଳାହାଣ୍ଡି ରାମପୁର ମଦନପୁରର ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମା’।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us