ଭିଜିଲାନ୍ସ ଜାଲରେ କୋଟିପତି ଫାର୍ମାସିଷ୍ଟ

ବାରିପଦା (ମାଣିକଲାଲ ପାଣି): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ କୋଟିପତି ଫାର୍ମାସିଷ୍ଟ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସନ୍ଦୀପ ପତି। ସେ ବାରିପଦା ରଙ୍ଗମାଟିଆ ଡାକ୍ତରଖାନାରେ ଚାକିରି କରୁଛନ୍ତି। ତୁଳସୀଚଉରାରେ ଥିବା ତାଙ୍କ ୩ ମହଲା କୋଠା ଓ  ପୈତୃକ ବାସଭବନରେ ଚଢ଼ଉ କରାଯାଇଛି। ଚଢ଼ଉ ବେଳେ ତାଙ୍କ ପାଖରୁ ନଗଦ ୬୦ ହଜାର ଟଙ୍କା, ଜମିଜମା କାଗଜପତ୍ର ସହ ବ୍ୟାଙ୍କ ପାସବୁକ୍ ଜବତ କରାଯାଇଛି। […]

viilance

viilance

Rakesh Mallick
  • Published: Friday, 16 November 2018
  • Updated: 16 November 2018, 01:54 PM IST

Sports

Latest News

ବାରିପଦା (ମାଣିକଲାଲ ପାଣି): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ କୋଟିପତି ଫାର୍ମାସିଷ୍ଟ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ହେଲେ ସନ୍ଦୀପ ପତି। ସେ ବାରିପଦା ରଙ୍ଗମାଟିଆ ଡାକ୍ତରଖାନାରେ ଚାକିରି କରୁଛନ୍ତି।

ତୁଳସୀଚଉରାରେ ଥିବା ତାଙ୍କ ୩ ମହଲା କୋଠା ଓ  ପୈତୃକ ବାସଭବନରେ ଚଢ଼ଉ କରାଯାଇଛି। ଚଢ଼ଉ ବେଳେ ତାଙ୍କ ପାଖରୁ ନଗଦ ୬୦ ହଜାର ଟଙ୍କା, ଜମିଜମା କାଗଜପତ୍ର ସହ ବ୍ୟାଙ୍କ ପାସବୁକ୍ ଜବତ କରାଯାଇଛି।

ଦୀର୍ଘ ୮ ବର୍ଷ ଧରି ଠିକା କର୍ମଚାରୀ ଭାବେ କାମ କରିବା ପରେ ୨ ମାସ ତଳେ ସ୍ଥାୟୀ ନିଯୁକ୍ତି ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story