ନୟାଗଡ଼ ଚିନିକଳ ପୁନଃଚାଲୁ କରିବା ଦାବିରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ ବିଧାୟକ ତଥା ବର୍ତ୍ତମାନର କୃଷିମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ୨୦୧୫ ମସିହାରୁ ବନ୍ଦ ପଡ଼ିଥିବା ନୟାଗଡ଼ ଚିନିକଳର ପୁନଃଚାଲୁ ନେଇ ଆନ୍ଦୋଳନ ଜୋର ଧରିଛି। ଆଜି ଚିନିକଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏନେଇ ରାଜ୍ୟପାଳ ଗଣେଷୀ ଲାଲଙ୍କୁ ସ୍ମାରକ ପତ୍ର ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଏହି ଚିନିକଳ ଗତ ୫ ବର୍ଷ ହେଲା ବନ୍ଦ ରହିଛି। ଏହି କଳ ପାଇଁ ଆଖୁ ଯୋଗାଉଥିବା ଜିଲ୍ଲାର ଶହ ଶହ ଚାଷୀ […]

farmers-meet-governer

farmers-meet-governer

Subrat Kumar Nayak
  • Published: Wednesday, 12 February 2020
  • Updated: 12 February 2020, 09:52 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ ବିଧାୟକ ତଥା ବର୍ତ୍ତମାନର କୃଷିମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ୨୦୧୫ ମସିହାରୁ ବନ୍ଦ ପଡ଼ିଥିବା ନୟାଗଡ଼ ଚିନିକଳର ପୁନଃଚାଲୁ ନେଇ ଆନ୍ଦୋଳନ ଜୋର ଧରିଛି। ଆଜି ଚିନିକଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏନେଇ ରାଜ୍ୟପାଳ ଗଣେଷୀ ଲାଲଙ୍କୁ ସ୍ମାରକ ପତ୍ର ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ଏହି ଚିନିକଳ ଗତ ୫ ବର୍ଷ ହେଲା ବନ୍ଦ ରହିଛି। ଏହି କଳ ପାଇଁ ଆଖୁ ଯୋଗାଉଥିବା ଜିଲ୍ଲାର ଶହ ଶହ ଚାଷୀ ଓ କର୍ମଚାରୀଙ୍କ ବକେୟା ଏଯାଏ ମିଳିପାରିନାହିଁ। ଅନ୍ୟପକ୍ଷରେ ନିକଳ ଉପରେ ନିର୍ଭର କରୁଥିବା ଆଖୁଚାଷୀଙ୍କର ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ ହେବାରେ ଲାଗିଥିବା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି।

ଗତ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନୟାଗଡ଼ରୁ ଶତାଧିକ ଚାଷୀ, ଚିନିକଳ କର୍ମଚାରୀ ଏବଂ ଚାଷୀନେତା ୧୦୦ କିମି ପଦଯାତ୍ରା କରି ରାଜଧାନୀ ଭୁବନେଶ୍ୱର ଆସିଥିଲେ। କିନ୍ତୁ ପୁଲିସ୍‌ ସେମାନଙ୍କୁ ଉଠାଇନେଇଥିଲା।

ଏହା ପରେ ପରେ ହିଁ ଜିଲ୍ଲାର ଏକମାତ୍ର କୃଷି ଭିତ୍ତିକ ଶିଳ୍ପକୁ ପୁନଃ ଚାଲୁ କରିବା ଦାବିରେ ଆଜି କ୍ରିୟାନୁଷ୍ଠାନ କମିଟି ସଦସ୍ୟ ରାଜ୍ୟପାଳଙ୍କୁ ଭେଟିଛନ୍ତି। କମିଟି ପକ୍ଷରୁ ବିଶ୍ୱନାଥ ମହାପାତ୍ର, ସନ୍ତୋଷ କୁମାର ପ୍ରଧାନ, ମନୋଜ କୁମାର ସାହୁ, ଶିବରାମ ମହାପାତ୍ର ଏବଂ ଯୋଗେନ୍ଦ୍ର କୁମାର ଖୁଣ୍ଟିଆ ପ୍ରମୁଖ ରାଜ୍ୟପାଳଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ କମିଟି ଚେତାବନୀ ଦେଇଛି, ଚିନିକଳ କାର୍ଯ୍ୟକ୍ଷମ କରିବା ଦିଗରେ କୌଣସି ଠୋସ୍‌ ପଦକ୍ଷେପ ନନେଲେ ଆସନ୍ତା ମାର୍ଚ୍ଚ ୬ ତାରିଖରେ ନୟାଗଡ଼ ବନ୍ଦ ଡାକରା ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story