Advertisment

“ତୁମେ ଚାଷୀ ପୁଅ ନାଁ ନାଇଁ !”

ବ୍ରହ୍ମପୁର(ଅଶୋକ ବ୍ରହ୍ମା): “ଆମ ଆନ୍ଦୋଳନ ଭଣ୍ଡୁର କରିବାକୁ ତୁମେ କିଏ ? ପାରୁଛ ଯଦି ଦଫା ଲଗାଇ ଆମକୁ ଜେଲ୍‌ ପଠାଅ।” ରାସ୍ତାରେ ଟାୟାର ଜଳାଇ ଆନ୍ଦୋଳନ କରୁଥିବା ନବ ନିର୍ମାଣ କୃଷକ ସଙ୍ଗଠନର ଆନ୍ଦୋଳନ ସମୟରେ ଏମିତି ସ୍ଥିତି ଦେଖିବାକୁ ମିଳିଥିଲା ବ୍ରହ୍ମପୁରରେ । ଆନ୍ଦୋଳନକାରୀ ଓ ପୁଲିସ୍‌ ମଧ୍ୟରେ ବଚସା ତୀବ୍ର ହୋଇଥିବା ବେଳେ, ଆନ୍ଦୋଳନକାରୀ ଚାଷୀ ନେତା ପୁଲିସ୍‌କୁ ଏମିତି ପ୍ରଶ୍ନ କରିଥିଲେ ଯେ, ସେମାନେ ଚୁପ୍‌ ହୋଇ ଯାଇଥିଲେ। “ପ୍ରଥମେ କୁହ […]

ଅଦ୍ୟତନ ହୋଇଛି
“ତୁମେ ଚାଷୀ ପୁଅ ନାଁ ନାଇଁ !”

police-2

Advertisment

ବ୍ରହ୍ମପୁର(ଅଶୋକ ବ୍ରହ୍ମା): “ଆମ ଆନ୍ଦୋଳନ ଭଣ୍ଡୁର କରିବାକୁ ତୁମେ କିଏ ? ପାରୁଛ ଯଦି ଦଫା ଲଗାଇ ଆମକୁ ଜେଲ୍‌ ପଠାଅ।”

Advertisment

ରାସ୍ତାରେ ଟାୟାର ଜଳାଇ ଆନ୍ଦୋଳନ କରୁଥିବା ନବ ନିର୍ମାଣ କୃଷକ ସଙ୍ଗଠନର ଆନ୍ଦୋଳନ ସମୟରେ ଏମିତି ସ୍ଥିତି ଦେଖିବାକୁ ମିଳିଥିଲା ବ୍ରହ୍ମପୁରରେ । ଆନ୍ଦୋଳନକାରୀ ଓ ପୁଲିସ୍‌ ମଧ୍ୟରେ ବଚସା ତୀବ୍ର ହୋଇଥିବା ବେଳେ, ଆନ୍ଦୋଳନକାରୀ ଚାଷୀ ନେତା ପୁଲିସ୍‌କୁ ଏମିତି ପ୍ରଶ୍ନ କରିଥିଲେ ଯେ, ସେମାନେ ଚୁପ୍‌ ହୋଇ ଯାଇଥିଲେ।

“ପ୍ରଥମେ କୁହ ତୁମେ ଚାଷୀ ପୁଅ ନାଁ ନାଇଁ ? ଆମ ପଇସାରେ ଦରମା ନେଉଛନ୍ତି, ଆମକୁ ... ”

Advertisment

ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆଜି ସାରା ରାଜ୍ୟରେ ବନ୍ଦ ପାଳନ ହେଉଛି। ରାଜରାସ୍ତାରେ ବସି ଆନ୍ଦୋଳନ କରିଛନ୍ତି ଚାଷୀ। ନିର୍ବାଚନ ପୂର୍ବରୁ ଉଷ୍ମ ହୋଇଛି ରାଜ୍ୟର ପାଣିପାଗ। କାଳିଆ ଯୋଜନା ଭଳି କୃଷକ ସହାୟତା ଯୋଜନା ପରେ ମଧ୍ୟ ପ୍ରକୃତ ହିତାଧିକାରୀ ବାରମ୍ବାର ଲାଞ୍ଝିତ ହେଉଥିବା କଥା ବାରମ୍ବାର ସାମ୍ନାକୁ ଆସୁଛି। କୃଷକଙ୍କୁ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ଭଳି ସୁବିଧା ମିଳୁ ନ ଥିବାରୁ ସଙ୍ଗଠନ ଏଭଳି ଆନ୍ଦୋଳନ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe