ଋଣ ବୋଝ ସହି ନପାରି ଆତ୍ମହତ୍ୟା କଲେ ଭାଗଚାଷୀ

ଭଦ୍ରକ (ତପନ ସ୍ୱାଇଁ): ବନ୍ତ ବ୍ଲକ୍‌ ଆଡିଆ ପଞ୍ଚାୟତ ପନ୍ଦାଡ଼ୋ ଗାଁରେ ଜଣେ ଭାଗଚାଷୀ ଆତ୍ମହତ୍ୟା କରିଛନ୍ତି। ଋଣ ବୋଝ ସହି ନପାରି ଚାଷୀ ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ଗୟାଧର ଦାସ। ଆଜି ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘରଠାରୁ କିଛି ଦୂରରେ ଥିବା ଏକ ପଳାସ ଗଛରେ ରସି ଲଗାଇ ଗୟାଧର ଆତ୍ମହତ୍ୟା କରିଛନ୍ତି। ଏନେଇ ଅଗରପଡ଼ା ଥାନାରେ ଅଭିଯୋଗ ହେବା ପରେ […]

farmer

farmer

Rakesh Mallick
  • Published: Wednesday, 13 February 2019
  • Updated: 13 February 2019, 09:20 PM IST

ଭଦ୍ରକ (ତପନ ସ୍ୱାଇଁ): ବନ୍ତ ବ୍ଲକ୍‌ ଆଡିଆ ପଞ୍ଚାୟତ ପନ୍ଦାଡ଼ୋ ଗାଁରେ ଜଣେ ଭାଗଚାଷୀ ଆତ୍ମହତ୍ୟା କରିଛନ୍ତି। ଋଣ ବୋଝ ସହି ନପାରି ଚାଷୀ ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ଗୟାଧର ଦାସ। ଆଜି ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘରଠାରୁ କିଛି ଦୂରରେ ଥିବା ଏକ ପଳାସ ଗଛରେ ରସି ଲଗାଇ ଗୟାଧର ଆତ୍ମହତ୍ୟା କରିଛନ୍ତି।

ଏନେଇ ଅଗରପଡ଼ା ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଛି।

ଅଭିଯୋଗ ଅନୁସାରେ, ଗୟାଧର ଜଣେ ଭାଗଚାଷୀ। ସେ ୧୨ ଏକର ଜମିରେ ଧାନ ଚାଷ କରିଥିଲେ। ହେଲେ ମାଟିଆ ଗୁଣ୍ଡି ପୋକ ଲାଗି ଫସଲ ଉଜୁଡି ଯାଇଥିଲା। ଚାଷ ପାଇଁ ଗୟାଧର ସ୍ଥାନୀୟ ମହାଜନଙ୍କ ପାଖରୁ ଲକ୍ଷାଧିକ ଟଙ୍କା ଋଣ କରିଥିଲେ। ଏହାସହ ପୁରୁଷଣ୍ଡ ସେବା ସମବାୟ ସମିତିରୁ ୫୦ ହଜାର ଟଙ୍କା ଋଣ କରିଥିଲେ।

ଫସଲ ଉଜୁଡି ଯିବା କାରଣରୁ ଏହି ଟଙ୍କା କେମିତି ଶୁଝିବା ତାକୁ ନେଇ ଚିନ୍ତିତ ରହୁଥିଲେ। ଶେଷରେ ମାନସିକ ଭାରସାମ୍ୟ ହରାଇ ଗୟାଧର ଆତ୍ମହତ୍ୟା କରିଦେଇଥିଲେ ବୋଲି ତାଙ୍କ ଶଳା ଆଲୋକ ଅଭିଯୋଗରେ ଦର୍ଶାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story