ମଣ୍ଡିକୁ ନେଇ ତାତିଲେ ଚାଷୀ: ରାସ୍ତାରେ ବସି କଲେ ପ୍ରତିବାଦ

ମାଲକାନଗିରି (ଜିତେନ୍ଦ୍ର ବେଉରା): ମଣ୍ଡିରେ ଧାନ କିଣା ନଯିବା ଅଭିଯୋଗ ନିତିଦିନିଆ ହୋଇଗଲାଣି। ମଣ୍ଡିରେ ଚାଷୀଙ୍କୁ ହଇରାଣ କରାଯାଉଥିବାର ଅଭିଯୋଗ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏପରି ସ୍ଥିତିରେ ଧାନ କିଣା ନଯିବାକୁ ନେଇ ମାଲକାନକିରି ଜିଲାର ଚାଷୀ ତାତିଛନ୍ତି। ଏପରିକି ଚାଷୀମାନେ ଏକାଠି ହୋଇ ମାଲକାନଗିରି-ଜୟପୁର ରାସ୍ତାକୁ ଅବରୋଧ ମଧ୍ୟ କରିଛନ୍ତି। ଅଭିଯୋଗ ଅନୁସାରେ, ଦୀର୍ଘ ୧୫ ଦିନ ହେଲା ମଣ୍ଡିରେ ଧାନ ପଡ଼ିଛି। ଏ […]

malkangii

malkangii

Rakesh Mallick
  • Published: Sunday, 30 December 2018
  • Updated: 30 December 2018, 05:04 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ମଣ୍ଡିରେ ଧାନ କିଣା ନଯିବା ଅଭିଯୋଗ ନିତିଦିନିଆ ହୋଇଗଲାଣି। ମଣ୍ଡିରେ ଚାଷୀଙ୍କୁ ହଇରାଣ କରାଯାଉଥିବାର ଅଭିଯୋଗ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏପରି ସ୍ଥିତିରେ ଧାନ କିଣା ନଯିବାକୁ ନେଇ ମାଲକାନକିରି ଜିଲାର ଚାଷୀ ତାତିଛନ୍ତି। ଏପରିକି ଚାଷୀମାନେ ଏକାଠି ହୋଇ ମାଲକାନଗିରି-ଜୟପୁର ରାସ୍ତାକୁ ଅବରୋଧ ମଧ୍ୟ କରିଛନ୍ତି।

ଅଭିଯୋଗ ଅନୁସାରେ, ଦୀର୍ଘ ୧୫ ଦିନ ହେଲା ମଣ୍ଡିରେ ଧାନ ପଡ଼ିଛି। ଏ ହାଡ଼ଭଙ୍ଗା ଶୀତରେ ଦିନରାତି ପଡ଼ିରହି ଚାଷୀ ସେମାନଙ୍କ ଧାନକୁ ଜଗିଛନ୍ତି। ହେଲେ, ମଣ୍ଡିରେ ଧାନ କିଣାଯିବାର କୌଣସି ବ୍ୟବସ୍ଥା ହେଉନାହିଁ। ୧୫ ଦିନ ଏମିତି ପଡ଼ି ରହିବା ପରେ ଚାଷୀଙ୍କ ଧୈର୍ଯ୍ୟଚ୍ୟୁତି ଘଟିଛି। ଆଜି ଚାଷୀମାନେ ମେଳି କରି ମାଲକାନଗିରି-ଜୟପୁର ରାସ୍ତାର ପଦ୍ମପୁର ଛକ ଅବରୋଧ କରିଥିଲେ। ଚାଷୀଙ୍କ ସହ ସ୍ଥାନୀୟ ଜିଲ୍ଲା ପରିଷଦ ସଭାପତି ଦଶରଥ ପଡ଼ିଆମୀ ମଧ୍ୟ ଧାରଣାରେ ବସିଥିଲେ।

ଚାଷୀ ରାସ୍ତା ଅବରୋଧ କରିବା ପରେ ପ୍ରଶାସନର ଚେତା ପଶିଥିଲା। ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ପହଞ୍ଚି ଶୀଘ୍ର ଧାନ କିରାଯିବାର ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଆନ୍ଦୋଳନରୁ ହଟିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story