ବାପାଙ୍କ ଜୁଇ ପାଖରେ ଦୁଇ ଝିଅଙ୍କ ଜୁଇ

ମୃତ୍ୟୁ ଏମିତି ବି ଆସେ କେହି କେବେ କଳ୍ପନା କରିବା ମୁସ୍କିଲ୍। କିଏ ଜାଣିଥିଲେ ହସ ଖୁସିରେ ଯାଉଥିବା ୨ ଝିଅ ଓ ବାପାଙ୍କ ପାଇଁ ଆଗରେ ଜଗି ବସିଥିଲା ମୃତ୍ୟୁ। ହୁଏତ ଆଉ କେଇ ସେକେଣ୍ଡର ବିଳମ୍ବ ହୋଇଥିଲେ ସବୁ କିଛି ଠିକ୍ ଠାକ୍ ହୋଇଥାନ୍ତା। ହେଲେ ବିଧିର ବିଧାନ କିଛି ଭିନ୍ନ ଥିଲା। ପ୍ରଥମେ ସାନ ଝିଅ ଏହା ପରେ ବଡ଼ ଝିଅ ଓ ଶେଷରେ ଚାଲିଗଲା ବାପାଙ୍କ ଜୀବନ। ଏବେ ଏକା ସାଙ୍ଗରେ ଜଳିବ ଜୁଇ।

Debendra Prusty
  • Published: Thursday, 11 May 2023
  • Updated: 11 May 2023, 11:05 AM IST

Sports

Latest News

ମୃତ୍ୟୁ ଏମିତି ବି ଆସେ କେହି କେବେ କଳ୍ପନା କରିବା ମୁସ୍କିଲ୍। କିଏ ଜାଣିଥିଲେ ହସ ଖୁସିରେ ଯାଉଥିବା ୨ ଝିଅ ଓ ବାପାଙ୍କ ପାଇଁ ଆଗରେ ଜଗି ବସିଥିଲା ମୃତ୍ୟୁ। ହୁଏତ ଆଉ କେଇ ସେକେଣ୍ଡର ବିଳମ୍ବ ହୋଇଥିଲେ ସବୁ କିଛି ଠିକ୍ ଠାକ୍ ହୋଇଥାନ୍ତା। ହେଲେ ବିଧିର ବିଧାନ କିଛି ଭିନ୍ନ ଥିଲା। ପ୍ରଥମେ ସାନ ଝିଅ ଏହା ପରେ ବଡ଼ ଝିଅ ଓ ଶେଷରେ ଚାଲିଗଲା ବାପାଙ୍କ ଜୀବନ। ଏବେ ଏକା ସାଙ୍ଗରେ ଜଳିବ ଜୁଇ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos