ବାପାଙ୍କ ଜୁଇ ପାଖରେ ଜଳିବ ଦୁଇ ଝିଅଙ୍କ ଜୁଇ || 3 Dead In Road Accident In Bolangir || Odisha Reporter
Advertisment
ମୃତ୍ୟୁ ଏମିତି ବି ଆସେ କେହି କେବେ କଳ୍ପନା କରିବା ମୁସ୍କିଲ୍। କିଏ ଜାଣିଥିଲେ ହସ ଖୁସିରେ ଯାଉଥିବା ୨ ଝିଅ ଓ ବାପାଙ୍କ ପାଇଁ ଆଗରେ ଜଗି ବସିଥିଲା ମୃତ୍ୟୁ। ହୁଏତ ଆଉ କେଇ ସେକେଣ୍ଡର ବିଳମ୍ବ ହୋଇଥିଲେ ସବୁ କିଛି ଠିକ୍ ଠାକ୍ ହୋଇଥାନ୍ତା। ହେଲେ ବିଧିର ବିଧାନ କିଛି ଭିନ୍ନ ଥିଲା। ପ୍ରଥମେ ସାନ ଝିଅ ଏହା ପରେ ବଡ଼ ଝିଅ ଓ ଶେଷରେ ଚାଲିଗଲା ବାପାଙ୍କ ଜୀବନ। ଏବେ ଏକା ସାଙ୍ଗରେ ଜଳିବ ଜୁଇ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us