ଗ୍ୟାସ ଟାଙ୍କି ଫାଟି ବାପପୁଅ ମୃତ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ସହରସ୍ଥିତ ୭ ନମ୍ୱର ସେକ୍ଟର ଥାନା ଅନ୍ତର୍ଗତ କବି ସମ୍ରାଟ ପାଲିରେ ଗ୍ୟାସ୍‌ ଟାଙ୍କି ଫାଟିବା ଘଟଣାରେ ବାପପୁଅଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଅଯୋଧ୍ୟା ସାହୁ  ଓ ତାଙ୍କ ପୁଅ ଗୁଡୁ (୧୦)। ଏହି ଦୁର୍ଘଟଣାରେ ଅଯୋଧ୍ୟାଙ୍କ ପତ୍ନୀଙ୍କ ଅବସ୍ଥା ଗୁରୁତର ରହିଛି। ସୂଚନାଯୋଗ୍ୟ, ଗତ ସୋମବାର  ରିତାଞ୍ଜଳି ରୋଷେଇ କରୁଥିବା ବେଳେ ଗ୍ୟାସ୍‌ ଲିକ୍‌ ହୋଇ ଟାଙ୍କି ଫାଟି ଯାଇଥିଲା। ଏଥିରେ ରିତାଞ୍ଜଳି, ତାଙ୍କ ସ୍ୱାମୀ ଅଯୋଧ୍ୟା ଓ ତାଙ୍କ […]

rkl

rkl

Jyoshna Pradhan
  • Published: Thursday, 07 May 2020
  • Updated: 07 May 2020, 11:02 AM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ସହରସ୍ଥିତ ୭ ନମ୍ୱର ସେକ୍ଟର ଥାନା ଅନ୍ତର୍ଗତ କବି ସମ୍ରାଟ ପାଲିରେ ଗ୍ୟାସ୍‌ ଟାଙ୍କି ଫାଟିବା ଘଟଣାରେ ବାପପୁଅଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଅଯୋଧ୍ୟା ସାହୁ  ଓ ତାଙ୍କ ପୁଅ ଗୁଡୁ (୧୦)। ଏହି ଦୁର୍ଘଟଣାରେ ଅଯୋଧ୍ୟାଙ୍କ ପତ୍ନୀଙ୍କ ଅବସ୍ଥା ଗୁରୁତର ରହିଛି।

ସୂଚନାଯୋଗ୍ୟ, ଗତ ସୋମବାର  ରିତାଞ୍ଜଳି ରୋଷେଇ କରୁଥିବା ବେଳେ ଗ୍ୟାସ୍‌ ଲିକ୍‌ ହୋଇ ଟାଙ୍କି ଫାଟି ଯାଇଥିଲା। ଏଥିରେ ରିତାଞ୍ଜଳି, ତାଙ୍କ ସ୍ୱାମୀ ଅଯୋଧ୍ୟା ଓ ତାଙ୍କ ପୁଅ ପୋଡ଼ି ହୋଇଯାଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଥିଲା। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଆଇଜିଏଚ୍‌ରେ ଅଯୋଧ୍ୟାଙ୍କ ମୃତ୍ୟୁ ଘଟିଥିଲା।

ତେବେ ଅଯୋଧ୍ୟାଙ୍କ୧୦ ବର୍ଷର ପୁଅ ଗୁଡୁ  ଓ  ସ୍ତ୍ରୀ ରିତାଞ୍ଜଳି ସାହୁଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଗତକାଲି ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିଲା। ଏହି ସମୟରେ ପାଲଲହଡ଼ା ନିକଟରେ ଗୁଡୁଙ୍କ ମୃତ୍ୟୁ ଘଟିଥିଲା। ରିତାଞ୍ଜଳିଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ଘଟଣା କବିସମ୍ରାଟ ପଲ୍ଲୀ ଅଞ୍ଚଳରେ ଶୋକର ଛାୟା ସୃଷ୍ଟି କରିଛି। ଏହି ଦୁର୍ଘଟଣାରେ ଘର ଓ ଆସବବାପତ୍ର ମଧ୍ୟ ପୋଡ଼ି ଜାଳିଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story