ପୁଅର ଶବ ପାଇଁ ବିହାରରୁ ଭୁବନେଶ୍ୱର ଆସିଛି ବାପା। ଏଥି ପାଇଁ ଖର୍ଚ୍ଚ କରିଛି ୫୦ ହଜାର ଟଙ୍କା। ୫ ଦିନ ହେଲା ପରେ ଡିଏନଏ ଟେଷ୍ଟ ହିଁ ତାଙ୍କ ଶେଷ ଆଶା।