fiar
[vc_row][vc_column][vc_video link=": କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଦୂଆରସୂନି ଗାଁର ୪ ଭାଇଭଉଣୀ ଗୋଟିଏ କୋଠରୀରେ ଏକାଠି ଶୋଇଥିବାବେଳେ ସ୍କାଏଲାଇଟ୍ ଦେଇ ଜଣେ ଦୁର୍ବୃତ୍ତ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା କରିବାକୁ ଉଦ୍ୟମ କରିଥିଲା।
Advertisment
ତେବେ ଆକସ୍ମିକ ଭାବେ ସମସ୍ତେ ବର୍ତ୍ତିଯାଇଥିବାବେଳେ ସମସ୍ତେ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ କାହିଁକି ଏବଂ କିଏ ଏଭଳି ଘଟଣା ଘଟାଇଥିଲା ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।[/vc_column_text][/vc_column][/vc_row]
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
