Advertisment

ମଟନ ହାଟରେ ପୋଲିସ ଯବାନ ପିଟାପିଟି

ରଣକ୍ଷେତ୍ର ପାଲଟିଲା ମଟନ ହାଟ। ପାର୍କିଂକୁ ନେଇ ହାତାହାତି, ନର୍ଦ୍ଦମାରେ ଗଡ଼ାଗଡ଼ି। ପୋଲିସକୁ କଷି ଦେଇଗଲେ ଯବାନ।

author-image
Debendra Prusty

ରଣକ୍ଷେତ୍ର ପାଲଟିଲା ମଟନ ହାଟ। ପାର୍କିଂକୁ ନେଇ ହାତାହାତି, ନର୍ଦ୍ଦମାରେ ଗଡ଼ାଗଡ଼ି। ପୋଲିସକୁ କଷି ଦେଇଗଲେ ଯବାନ।

Advertisment
Odisha Police Police Odia Jawan Army Jawan