Advertisment

ଡ୍ରାଇଭର ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି

ଡ୍ରାଇଭର ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି। ଡ୍ରାଇଭରଙ୍କ ଆନ୍ଦୋଳନ ବେଳେ ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀର ଡ୍ରାଇଭର୍‌। ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋରେ ଉତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଛି। ପରିସ୍ଥିତି ବିଗିଡ଼ିବା ପରେ ଫୋର୍ସ ମୁତୟନ କରାଯାଇଛି।

author-image
Manoj Swain

ଡ୍ରାଇଭର ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି। ଡ୍ରାଇଭରଙ୍କ ଆନ୍ଦୋଳନ ବେଳେ ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀର ଡ୍ରାଇଭର୍‌। ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋରେ ଉତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଛି। ପରିସ୍ଥିତି ବିଗିଡ଼ିବା ପରେ ଫୋର୍ସ ମୁତୟନ କରାଯାଇଛି।

Advertisment
Protest Odisha Drivers Strike