Advertisment

ଫିଲ୍ମ ଷ୍ଟାଇଲରେ ସୁନା ଦୋକାନ ଲୁଟ୍!

ଯାଜପୁର ବ୍ୟାସନଗରଠାରେ ଥିବା ସେନକୋ ଗୋଲ୍ଡ ସୋରୁମକୁ କଳାକନା ବୁଲାଇଛନ୍ତି ଲୁଟେରା। ତା ପୁଣି ଦିନ ଦିପହରେ, ଲୋକ ଲୋଚନରେ। ଦୋକାନରେ ଗହଳିଚହଳି କମିବା ପରେ ପ୍ଲାନ ବନାଇ ଲୁଟିଛନ୍ତି। ଚୋରି ବେଳେ ଉପସ୍ଥିତ ଥିବା ଦୁଇ ଗ୍ରାହକଙ୍କ ସୂଚନା ମୁତାବକ ଉଦୁଉଦିଆ ଖରାବେଳଟାରେ ଗହଣା କିଣିବା ପାଇଁ ସେମାନେ ପହଞ୍ଚିଥିଲେ ବ୍ୟାସନଗରରେ ଥିବା ଏହି ଗହଣା ସୋରୁମରେ।

Loot Jeweller Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe