ଫାଇନାନ୍ସ କମ୍ପାନୀକୁ ମାରିଲେ ଚୁନ, ଶାଖା ମୁଖିଆ ଖାଇଗଲେ ଅଧ କୋଟି

ଉଦଳା(ମାନସ ପାଣି):  ଏକ ଫାଇନାନ୍ସ କମ୍ପାନୀର ଶାଖା ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ହେଲେ  କମ୍ପାନୀର ଉନ୍ନତି କରିବା ବଦଳରେ ନିଜେ ହିଁ ତାକୁ ଖୋଳ କରିବାକୁ ଲାଗି ପଡ଼ିଲେ। ଏହି କୁକର୍ମରେ ନିଜ ଆସିଷ୍ଟାଣ୍ଟଙ୍କୁ ବି ଲଗାଇ ଦେଲେ। ଏପରିକି ଭାବେ ଜାଲ ବିଛାଇ ୨ ଜଣ କମ୍ପାନୀକୁ ଚୁନ ଲଗାଇ ପ୍ରାୟ ୫୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେବାରେ ସକ୍ଷମ ହୋଇଛନ୍ତି। ପୁଲିସ୍‌ ଏହି ଘଟଣାର ଖୋଳତାଡ଼ କରି ୨ ଅଭିଯୁକ୍ତଙ୍କୁ ଗିରଫ […]

pic

pic

Niharika Rout
  • Published: Friday, 02 December 2022
  • Updated: 02 December 2022, 10:24 AM IST

Sports

Latest News

ଉଦଳା(ମାନସ ପାଣି):  ଏକ ଫାଇନାନ୍ସ କମ୍ପାନୀର ଶାଖା ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ହେଲେ  କମ୍ପାନୀର ଉନ୍ନତି କରିବା ବଦଳରେ ନିଜେ ହିଁ ତାକୁ ଖୋଳ କରିବାକୁ ଲାଗି ପଡ଼ିଲେ। ଏହି କୁକର୍ମରେ ନିଜ ଆସିଷ୍ଟାଣ୍ଟଙ୍କୁ ବି ଲଗାଇ ଦେଲେ। ଏପରିକି ଭାବେ ଜାଲ ବିଛାଇ ୨ ଜଣ କମ୍ପାନୀକୁ ଚୁନ ଲଗାଇ ପ୍ରାୟ ୫୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେବାରେ ସକ୍ଷମ ହୋଇଛନ୍ତି। ପୁଲିସ୍‌ ଏହି ଘଟଣାର ଖୋଳତାଡ଼ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଂଚଳରେ ଥିବା ଆଶୀର୍ବାଦ ମାଇକ୍ରୋ ଫାଇନାନ୍ସ କମ୍ପାନୀରେ ଏପରି ଘଟଣା ଘଟିଛି। ଗିରଫ ୨ କର୍ମଚାରୀ ହେଲେ ଫାଇନାନ୍ସ କମ୍ପାନୀର ଶାଖା ମୁଖ୍ୟ ଦିପ୍ତୀରଞ୍ଜନ ମହାପାତ୍ର ଏବଂ ଅତିରିକ୍ତ ଶାଖା ମୁଖ୍ୟ ରାମକୃଷ୍ଣ ବାରିକ । ଆଶୀର୍ବାଦ ମାଇକ୍ରୋ ଫାଇନାନ୍ସ କମ୍ପାନୀର ପ୍ରାୟ ୫୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍‌ ହୋଇଥିବା ସପ୍ତାହେ ପୂର୍ବେ ଜଣାପଡ଼ିଥିଲା।

କମ୍ପାନୀର କ୍ୟାସରୁ ୨୪  ଲକ୍ଷ ଟଙ୍କା ସମେତ ପ୍ରାୟ ୮୬୦ ଗ୍ରାମର ସୁନା ଅଳଙ୍କାର ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୯ ଲକ୍ଷ ଟଙ୍କା ହେବ ଲୁଟ୍‌ ହୋଇଥିବା ଜଣାପଡ଼ିଥିଲା। ଗତ କିଛି ଦିନ କମ୍ପାନୀର କ୍ଷତି ହେଉଥିବାରୁ ଏହାର କାରଣ ଜାଣିବାକୁ ଧରପଗଡ଼ ହୋଇଥିଲା। ଫଳରେ ଏହି ସତ ପଦାକୁ ଆସିଥିଲା।

ଏନେଇ କମ୍ପାନୀର ରିଜିଅନାଲ ମ୍ୟାନେଜର ଖୁଣ୍ଟା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଦୁଇ ଲୁଟେରା କର୍ମଚାରୀଙ୍କୁ ଗିରଫ କରିଛି ।  ତେବେ ସେମାନେ ହରିଲୁଟ କରିଥିବା ଟଙ୍କା ମାତ୍ର ଏକ ସପ୍ତାହ ମଧ୍ୟରେ ଲୁଟ କରିଥିବା କହିଛନ୍ତି ରିଜିଅନାଲ ମ୍ୟାନେଜର । ତେବେ ଏତେ ଟଙ୍କା ଏହି ଦୁଇ କର୍ମଚାରୀ  କେଉଁଠି ଲୁଚାଇ ରଖିଛନ୍ତି ତାହାର ଖୋଳତାଡ଼ କରୁଛି ପୁଲିସ ।

[caption id="attachment_786028" align="aligncenter" width="650"]police ପୁଲିସ୍‌ ଘଟଣାର ତଦନ୍ତ କରୁଛି।[/caption]

ଏନେଇ କମ୍ପାନୀର ରିଜିଓନାଲ ମ୍ୟାନେଜର ମନୋଜ ଜେନା କହିଛନ୍ତି, କମ୍ପାନୀର କ୍ଷତି ହେବାରୁ ଆମେ ଘଟଣାର ତଦନ୍ତ କଲୁ। ଏହାପରେ ଘଟଣା ସମ୍ପର୍କରେ ଜାଣି ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲୁ।  କମ୍ପାନୀର କ୍ୟାସ୍‌ ଓ ସୁନାକୁ ସେମାନେ ଲୁଟ କରି ନେଇଛନ୍ତି। ସେମାନେ ପ୍ରାୟ ସପ୍ତାହେ ତଳେ ଏହି ଘଟଣା ଘଟାଇଛନ୍ତି।

ଏ ସମ୍ପର୍କରେ କପ୍ତିପଦା ଉପଖଣ୍ଡ ପୁଲିସ ଅଧିକାରୀ ସାର୍ଥକ ରାଏ  କହିଛନ୍ତି, ଏନେଇ ଖୁଣ୍ଟା ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହି ଠକେଇରେ ଯିଏ ସାମିଲ ଥିବ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ବ୍ରାଞ୍ଚ ମୁଖ୍ୟ ଓ ଆସିଷ୍ଟାଣ୍ଡ ବ୍ରାଞ୍ଚ ମୁଖ୍ୟଙ୍କ ବିରୋଧରେ ମାମଲା ରୁଜୁ ହୋଇ ସେମାନଙ୍କୁ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story