Advertisment

ହରଡ଼ଘଣାରେ ଟେଲି ଅଭିନେତ୍ରୀ ପିହୁ

ବରିଷ୍ଠ ନାଗରିକ ପୀତାବାସ ବାରିକ କହିଲେ, ପୂର୍ବରୁ ସେ ମଧ୍ୟ ଯାତ୍ରା ମଞ୍ଚରେ ୧୦ ବର୍ଷ ଧରି ନାଚ କରିଛନ୍ତି। ତେଣୁ ଯାତ୍ରା ଦେଖିବା ଲାଗି ଆଗରେ ବସିଥିଲେ। ତାଙ୍କୁ ନାଚ ଭଲ ଲାଗିଲାନି। ତେଣୁ ସେ ତଳକୁ ମୁହଁ କରି ବସିଥିଲେ। ତା ପରେ ବି ତାଙ୍କ ମୁଣ୍ଡରେ ହାତ ମାରି ତାଚ୍ଛଲ୍ୟ କରିଥିଲେ ଟେଲି ଅଭିନେତ୍ରୀ ପିହୁ। ତେଣୁ ତାଙ୍କୁ ନ୍ୟାୟ ଦରକାର। ଏ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପୀତାବାସୀ।

author-image
Debendra Prusty

Jatra Artiste Odisha Obscene Dance