ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ପୁଣି ବାଣ ବିସ୍ଫୋରଣ ହୋଇଛି। ଜିଲ୍ଲାର କୁରାଢ଼ିଆ ପଞ୍ଚାୟତ ସାନଦାହାଡ଼ି ଗାଁରେ ବାଣ ବିସ୍ଫୋରଣ ଘଟି ୭ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କ ମଧ୍ୟରେ କିଛି ଛୋଟ ପିଲା ଥିବା ଜଣାପଡ଼ିଛି।
Advertisment
ଦୀପାବଳି ପୂର୍ବଦିନ ବାଲେଶ୍ୱରର ବାହାବଳପୁରରେ ଏକ ବେଆଇନ ବାଣ କାରଖାନାରେ ବିସ୍ଫୋରଣ ଘଟି ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
