ହନୁମାନ ମନ୍ଦିରରେ ଅଗ୍ନିକାଣ୍ଡ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଗତ କିଛି ଦିନ ତଳେ ବଲାଙ୍ଗିର ଜିଲ୍ଲାର ଇଷ୍ଟଦେବୀ ମାଆ ସମଲେଶ୍ୱରୀଙ୍କ ମନ୍ଦିରର ଛାତ ଭାଙ୍ଗିଯାଇଥିଲା। ସେହି ଘଟଣାକୁ ନେଇ ଭକ୍ତଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆଜି ପୁଣି ଏକ ଅଘଟଣ ଘଟିଛି ବଲାଙ୍ଗିର ସହରରେ। କ୍ଲବପଡା ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ଥିବା ପ୍ରାୟ ଶହେ ବର୍ଷର ପୁରୁଣା ହନୁମାନ ମନ୍ଦିରରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ବୀର ବଜରଂଗବଳୀଙ୍କ ବିଗ୍ରହ ସଂପୂର୍ଣ୍ଣ ଭାବରେ ପୋଡ଼ି ଯାଇଛନ୍ତି। ବିଗ୍ରହ ଉପରେ ଘିଅ ଓ […]

Hanuman Temple

Hanuman Temple

Manoranjan Sial
  • Published: Sunday, 31 October 2021
  • Updated: 31 October 2021, 10:38 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଗତ କିଛି ଦିନ ତଳେ ବଲାଙ୍ଗିର ଜିଲ୍ଲାର ଇଷ୍ଟଦେବୀ ମାଆ ସମଲେଶ୍ୱରୀଙ୍କ ମନ୍ଦିରର ଛାତ ଭାଙ୍ଗିଯାଇଥିଲା। ସେହି ଘଟଣାକୁ ନେଇ ଭକ୍ତଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆଜି ପୁଣି ଏକ ଅଘଟଣ ଘଟିଛି ବଲାଙ୍ଗିର ସହରରେ। କ୍ଲବପଡା ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ଥିବା ପ୍ରାୟ ଶହେ ବର୍ଷର ପୁରୁଣା ହନୁମାନ ମନ୍ଦିରରେ ଅଗ୍ନିକାଣ୍ଡ ଘଟିଛି।

ଅଗ୍ନିକାଣ୍ଡରେ ବୀର ବଜରଂଗବଳୀଙ୍କ ବିଗ୍ରହ ସଂପୂର୍ଣ୍ଣ ଭାବରେ ପୋଡ଼ି ଯାଇଛନ୍ତି। ବିଗ୍ରହ ଉପରେ ଘିଅ ଓ ସିନ୍ଦୂର ଲଗାଯାଉଥିବାରୁ ଜୋରରେ ନିଆଁ ଜଳିଥିବା ଦେଖିବାକୁ ମିଳିଥିଲା। ମନ୍ଦିର ପୂଜକ ଏ ନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ମନ୍ଦିର ଭିତରେ ଥିବା ପୂଜା ସାମଗ୍ରୀ, ଦେବାଦେବୀଙ୍କ ଫଟୋ, ହନୁମାନଙ୍କ ବିଗ୍ରହ ସଂପୂର୍ଣ୍ଣ ଭାବରେ ପୋଡ଼ି ଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ବଲାଙ୍ଗିର ସହର ଭିତରେ ଦେବାଦେବୀଙ୍କ ମନ୍ଦିରରେ ଏଭଳି ଅଘଟଣ ଘଟିଥିବାରୁ ଭକ୍ତମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story