Advertisment

ରୁଚିକା ମାର୍କେଟରେ ନିଆଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ରୁଚିକା ମାର୍କେଟରେ ଆଜି ନିଆଁ ଲାଗିଛି। ଫଳରେ ଏକାଧିକ ଦୋକାନ ଜଳିଯାଇଛି। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା। ପୂଜା ସାମଗ୍ରୀ ଦୋକାନୀ ଭଗବାନ ବେହେରାଙ୍କ କହିବା ଅନୁସାରେ, ସବୁଦିନ ପରେ ସେ ଆଜି ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ତେବେ ସାଥୀଙ୍କଠାରୁ ଫୋନ୍‌ ପାଇ ଘରୁ ଆସି ଦେଖନ୍ତୁ ଦୋକାନ ଜଳୁଛି। ଦୋକାନରେ କିଛି […]

author-image
Manoranjan Sial
ଅଦ୍ୟତନ ହୋଇଛି
ରୁଚିକା ମାର୍କେଟରେ ନିଆଁ

fire-in-ruchika-market

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ରୁଚିକା ମାର୍କେଟରେ ଆଜି ନିଆଁ ଲାଗିଛି। ଫଳରେ ଏକାଧିକ ଦୋକାନ ଜଳିଯାଇଛି। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା।

Advertisment

ପୂଜା ସାମଗ୍ରୀ ଦୋକାନୀ ଭଗବାନ ବେହେରାଙ୍କ କହିବା ଅନୁସାରେ, ସବୁଦିନ ପରେ ସେ ଆଜି ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ତେବେ ସାଥୀଙ୍କଠାରୁ ଫୋନ୍‌ ପାଇ ଘରୁ ଆସି ଦେଖନ୍ତୁ ଦୋକାନ ଜଳୁଛି। ଦୋକାନରେ କିଛି ନାହିଁ। ସବୁ ଜଳି ପାଉଁଶ ହୋଇଯାଇଛି। ବିଦ୍ୟୁତ ସର୍ଟସର୍କି ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।