ପୋଲିସ ବାବୁଙ୍କ ଘରେ ଲାଗିଗଲା ନିଆଁ, ପତ୍ନୀଙ୍କୁ ଦୋଷ ଦେଲେ

କଟକ: ବିଡାନାସୀ ଥାନା ଏଏସଆଇ ସୂର୍ଯ୍ୟପ୍ରସାଦ ତ୍ରିପାଠୀଙ୍କ କ୍ୱାର୍ଟର୍ସରେ ଅଗ୍ନିକାଣ୍ଡ। ଉଦ୍ଦେଶ୍ୟ ମୂଳକ ଭାବେ ଅଗ୍ନିକାଣ୍ଡ ଘଟାଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସୂର୍ଯ୍ୟପ୍ରସାଦ। ପାରିବାରିକ କଳହ ପାଇଁ ତାଙ୍କ ପତ୍ନୀ କ୍ୱାର୍ଟର୍ସରେ ରହୁଥିବା ବେଳେ ସେ ଭଡ଼ା ଘରେ ରହୁଛନ୍ତି। ମାମଲା ଅଦାଲତରେ ରହିଥିବା ବେଳେ ତାଙ୍କ ପତ୍ନୀ ଓ ଶ୍ୱଶୁର ଘର ଲୋକେ ଉଦ୍ଦେଶ୍ୟମୂଳକ ଭାବେ ଏହି ଅଗ୍ନିକାଣ୍ଡ ଘଟାଇଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପଟରେ ସୂର୍ଯ୍ୟଙ୍କ ଶ୍ୱଶୁର ପାଲଟା ଅଭିଯୋଗ କରିଛନ୍ତି। […]

born

born

Rakesh Mallick
  • Published: Sunday, 27 May 2018
  • Updated: 27 May 2018, 07:13 PM IST

Sports

Latest News

କଟକ: ବିଡାନାସୀ ଥାନା ଏଏସଆଇ ସୂର୍ଯ୍ୟପ୍ରସାଦ ତ୍ରିପାଠୀଙ୍କ କ୍ୱାର୍ଟର୍ସରେ ଅଗ୍ନିକାଣ୍ଡ। ଉଦ୍ଦେଶ୍ୟ ମୂଳକ ଭାବେ ଅଗ୍ନିକାଣ୍ଡ ଘଟାଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସୂର୍ଯ୍ୟପ୍ରସାଦ। ପାରିବାରିକ କଳହ ପାଇଁ ତାଙ୍କ ପତ୍ନୀ କ୍ୱାର୍ଟର୍ସରେ ରହୁଥିବା ବେଳେ ସେ ଭଡ଼ା ଘରେ ରହୁଛନ୍ତି। ମାମଲା ଅଦାଲତରେ ରହିଥିବା ବେଳେ ତାଙ୍କ ପତ୍ନୀ ଓ ଶ୍ୱଶୁର ଘର ଲୋକେ ଉଦ୍ଦେଶ୍ୟମୂଳକ ଭାବେ ଏହି ଅଗ୍ନିକାଣ୍ଡ ଘଟାଇଥିବା ସେ ଅଭିଯୋଗ କରିଛନ୍ତି।

ଅନ୍ୟପଟରେ ସୂର୍ଯ୍ୟଙ୍କ ଶ୍ୱଶୁର ପାଲଟା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ସୂର୍ଯ୍ୟ ତାଙ୍କ ଝିଅକୁ ମାରିଦେବା ଉଦ୍ଦେଶ୍ୟରେ ଏଭଳି କାଣ୍ଡ କରିଛନ୍ତି।

ତେବେ ମିଳିଥିବା ସୂଚନା ଅନୁଯାୟୀ ଏଏସ୍‌ଆଇଙ୍କ କ୍ୱାର୍ଟର୍ସ ବାହାରପଟରୁ ତାଲା ପଡ଼ିଥିବା ବେଳେ ଭିତରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story